பொருள் : କାହାରି ପ୍ରତି ଆଦର ଭାବ ଦେଖାଇବାର କ୍ରିୟା
							எடுத்துக்காட்டு : 
							ଆମେ ସମସ୍ତଙ୍କୁ ଅଭିବାଦନ କରିବା ଉଚିତ
							
ஒத்த சொற்கள் : ଅଭିବନ୍ଦନ, ଅଭିବାଦନ
பிற மொழிகளில் மொழிபெயர்ப்பு :
An act of honor or courteous recognition.
A musical salute to the composer on his birthday.பொருள் : ପ୍ରତିଷ୍ଠିତ ହେବାର ଅବସ୍ଥା ବା ଭାବ
							எடுத்துக்காட்டு : 
							ତାହାର ସମାଜରେ ବଡ଼ ପ୍ରତିଷ୍ଠା ଅଛି  ଏହି ନିର୍ବାଚନ ମୋତେ ଯେ କୌଣସି ପ୍ରକାରେରେ ଜିତିବାକୁ ହେବ କାରଣ ଏହା ମୋର ମର୍ଯ୍ୟାଦାର ପ୍ରଶ୍ନ
							
ஒத்த சொற்கள் : ଆଦର, ପ୍ରତିପତ୍ତି, ପ୍ରତିଷ୍ଠା, ମର୍ଯ୍ୟାଦା, ସ୍ଥିତି
பிற மொழிகளில் மொழிபெயர்ப்பு :
प्रतिष्ठित होने की अवस्था या भाव।
उसकी समाज में बड़ी प्रतिष्ठा है।A high standing achieved through success or influence or wealth etc..
He wanted to achieve power and prestige.பொருள் : କୌଣସି କାମପାଇଁ ଦିଆଯାଇଥିବା ସମ୍ମାନ ବା ବସ୍ତୁ ଇତ୍ୟାଦି
							எடுத்துக்காட்டு : 
							ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟେକ ବିଦ୍ୟାଳୟରେ ପୁରସ୍କାର ବିତରଣ କରାଯାଏ
							
ஒத்த சொற்கள் : ପୁରସ୍କାର
பிற மொழிகளில் மொழிபெயர்ப்பு :
பொருள் : ଆଦର ଓ ସମ୍ମାନ
							எடுத்துக்காட்டு : 
							ସେଠ୍ ମନୋହରଜୀ ସମସ୍ତଙ୍କ ଆଦର ସମ୍ମାନ କରନ୍ତି
							
ஒத்த சொற்கள் : ଅଭ୍ୟର୍ଥନା, ଆଦର ସମ୍ମାନ, ଖାତିରି
பிற மொழிகளில் மொழிபெயர்ப்பு :
आदर-सम्मान।
सेठ मनोहरजी सबकी आवभगत करते हैं।