பொருள் : ଦାଗ, ମଇଳା ଆଦି ସଫା କରିବା
							எடுத்துக்காட்டு : 
							ମାଆ ଲୁଗାରେ ଲାଗିଥିବା ଦାଗ ଛଡ଼ାଉଛନ୍ତି
							
ஒத்த சொற்கள் : ଛଡ଼ାଇବା
பிற மொழிகளில் மொழிபெயர்ப்பு :
Make clean by removing dirt, filth, or unwanted substances from.
Clean the stove!.பொருள் : ପାଣି ବା କୌଣସି ତରଳ ପଦାର୍ଥ ସହାୟତାରେ କୌଣସି ବସ୍ତୁ ଉପରୁ ମଇଳା ଆଦି ଛଡ଼େଇବା
							எடுத்துக்காட்டு : 
							ଶ୍ୟାମା ମହାତ୍ମାଙ୍କ ଗୋଡ଼ ଧୋଉଛି ସନ୍ଥଜୀ ହାତଗୋଡ଼ ଧୋଉଛନ୍ତିଏହି ଯନ୍ତ୍ରାଂଶକୁ କିରାସିନିରେ ଧୁଅ
							
ஒத்த சொற்கள் : ଧୋଇବା, ପରିଷ୍କାର କରିବା
பிற மொழிகளில் மொழிபெயர்ப்பு :
பொருள் : ବାସନ, ଲୁଗାଆଦିକୁ ପାଣିରେ ଧୋଇବା
							எடுத்துக்காட்டு : 
							ସେ ଲୁଗା ସଫାକଲା ଓ ଶୁଖିବାପାଇଁ ଖରାରେ ପକାଇଦେଲା
							
பிற மொழிகளில் மொழிபெயர்ப்பு :