பொருள் : ସଫା କରିବା କାମ
							எடுத்துக்காட்டு : 
							ମନୋହର ଲୁଗା ସଫା କରିବାକୁ ଗଲା
							
பிற மொழிகளில் மொழிபெயர்ப்பு :
பொருள் : ବସ୍ତୁସମୂହର କରାଯାଉଥିବା ଏପରି ଉପଯୋଗ ବା ଭୋଗ ଯାହା ସମୂଳେ ଶେଷ ହୋଇଯାଏ
							எடுத்துக்காட்டு : 
							ଦୁଇବର୍ଷରେ ସେ ବାପା-ଦାଦାଙ୍କ ରୋଜଗାରକୁ ସଫା କରିଦେଲା
							
ஒத்த சொற்கள் : ଶେଷ
பிற மொழிகளில் மொழிபெயர்ப்பு :
वस्तुओं का किया जाने वाला ऐसा उपयोग या भोग कि वे समाप्त हो जाएँ।
दो ही वर्षों में उसने बाप-दादा की कमाई का सफाया कर दिया।பொருள் : ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
							எடுத்துக்காட்டு : 
							ନିର୍ମଳ ମନରେ ପ୍ରଭୁଙ୍କୁ ମନେପକାଅ
							
ஒத்த சொற்கள் : ଅନାବିଳ, ଅମ୍ଳାନ, ନିର୍ମଳ, ପବିତ୍ର, ବିମଳ, ବିଶୁଦ୍ଧ, ଶୁଦ୍ଧ, ସଫାସୁତରା, ସୁତରା, ସ୍ୱଚ୍ଛ
பிற மொழிகளில் மொழிபெயர்ப்பு :
जिसमें किसी प्रकार का मल या दोष न हो।
वातावरण शुद्ध होना चाहिए।பொருள் : ଗୌର ବର୍ଣ୍ଣର ବା ଯାହାଙ୍କ ରଙ୍ଗ ସଫା
							எடுத்துக்காட்டு : 
							ବେଶି ଲୋକ ଗୋରୀ ବୋହୂ ପସନ୍ଦ କରନ୍ତି
							
பிற மொழிகளில் மொழிபெயர்ப்பு :
गौर वर्ण का या जिसका रंग साफ़ हो।
ज्यादातर लोग गोरी बहू पसंद करते हैं।பொருள் : କିଛି ନ ଲୁଚାଇ ବା ସ୍ପଷ୍ଟ ଭାବେ
							எடுத்துக்காட்டு : 
							ମୁଁ ଯାହା କିଛି ବି କହିବି ସ୍ପଷ୍ଟ କରି କହିବି
							
ஒத்த சொற்கள் : ଖୋଲା, ଖୋଲାଭାବେ, ନଲୁଚାଇ, ସଫା-ସଫା, ସ୍ପଷ୍ଟ, ସ୍ପଷ୍ଟକରି, ସ୍ପଷ୍ଟତଃ
பிற மொழிகளில் மொழிபெயர்ப்பு :
बिना कुछ छिपाए या स्पष्ट रूप से।
मैं जो कुछ भी कहूँगा, स्पष्ट कहूँगा।