பொருள் : ଆନନ୍ଦ ପ୍ରାପ୍ତ କରିବା
							எடுத்துக்காட்டு : 
							ମୁଁ ପ୍ରତିକ୍ଷଣର ଆନନ୍ଦ ନେଉଛି
							
ஒத்த சொற்கள் : ଆନନ୍ଦ ନେବା, ମଜା ନେବା, ସନ୍ତୋଷଲାଭ କରିବା, ସୁଖଲାଭ କରିବା
பிற மொழிகளில் மொழிபெயர்ப்பு :
आनन्द प्राप्त करना।
मैं प्रत्येक क्षण का आनंद लेता हूँ।பொருள் : ଇଚ୍ଛା ପୂର୍ଣ୍ଣ ହେବା
							எடுத்துக்காட்டு : 
							ଏତେ ଦିନ ପରେ ତଙ୍କୁ ଦେଖି ନୟନ ତୁଷ୍ଟ ହେଲା
							
ஒத்த சொற்கள் : ତୁଷ୍ଟ ହେବା, ତୃପ୍ତ ହେବା
பிற மொழிகளில் மொழிபெயர்ப்பு :
इच्छा का पूर्ण होना।
इतने दिनों बाद उन्हें देखकर नयन अघा गए।பொருள் : କାହାରି କାର୍ଯ୍ୟକଳାପ,ବ୍ୟବହାର ଆଦିରେ ଆନନ୍ଦିତ ହେବା
							எடுத்துக்காட்டு : 
							ସୀମା ତା ବିବାହିତ ଜୀବନରେ ବହୁତ ଖୁସି
							
ஒத்த சொற்கள் : ଆନନ୍ଦିତ ହେବା, ଖୁସି ହେବା, ପ୍ରଫୁଲ୍ଲ ହେବା, ପ୍ରସନ୍ନ ହେବା
பிற மொழிகளில் மொழிபெயர்ப்பு :
किसी के क्रिया-कलापों, व्यवहार आदि से आनंदित होना।
सीमा अपने विवाहित जीवन से बहुत प्रसन्न है।