பொருள் : ଯାହା ହତିଆର ଆଦିରେ ସଜା ହୋଇଥାଏ
							எடுத்துக்காட்டு : 
							ପୋଲିସ ଜଣେ ଅବୈଧ ହତିଆରରେ ସୁସଜ୍ଜିତ ବ୍ୟକ୍ତିକୁ ଧରିଲେ  ଭାରତ କ୍ଷେପଣାସ୍ତ୍ର ରୋଧକ କ୍ଷମତାରେ ସୁସଜ୍ଜିତ ହୋଇରହିଛି
							
ஒத்த சொற்கள் : ସୁସଜ୍ଜିତ
பிற மொழிகளில் மொழிபெயர்ப்பு :
हथियारों आदि से सजा हुआ।
पुलिस ने एक अवैध हथियारों से लैस व्यक्ति को पकड़ा।பொருள் : ଯେ ସଜବାଜ ହୋଇଥିବ
							எடுத்துக்காட்டு : 
							ସମାରୋହରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ସଜବାଜ ହୋଇଥିଲେ
							
பிற மொழிகளில் மொழிபெயர்ப்பு :
பொருள் : କୌଣସି ପ୍ରକାରର ବ୍ୟବସ୍ଥା ବା ନିୟମ ସହ ଯୁକ୍ତ
							எடுத்துக்காட்டு : 
							ସେ କୋଠରୀରେ ସଜାଡ଼ିକି ରଖାଯାଇଥିବା ଜିନିଷଗୁଡ଼ିକୁ ଛିନଛତ୍ର କରିଦେଲା
							
ஒத்த சொற்கள் : ଠିକ୍ରୂପେ, ପ୍ରବନ୍ଧିତ, ବ୍ୟବସ୍ଥିତ
பிற மொழிகளில் மொழிபெயர்ப்பு :
Methodical and efficient in arrangement or function.
How well organized she is.