பொருள் : ରାଜନୈତିକ ବା ସାମାଜିକ ଜୀବନ ସହିତ ସମ୍ବନ୍ଧ ରଖୁଥିବା କୌଣସି ନିୟମ ବା ବିଧାନ
							எடுத்துக்காட்டு : 
							ହିନ୍ଦୁ ସଂସ୍କୃତିରେ ବିବାହ ଗୋଟିଏ ଧାର୍ମିକ ବ୍ୟବସ୍ଥା
							
பிற மொழிகளில் மொழிபெயர்ப்பு :
राजनीतिक या सामाजिक जीवन से संबंध रखने वाला कोई नियम या विधान।
हिंदू संस्कृति में विवाह एक धार्मिक संस्था है।A custom that for a long time has been an important feature of some group or society.
The institution of marriage.பொருள் : ଏକ ସଙ୍ଗେ କୌଣସି କାମ କରିବାପାଇଁ ଲୋକମାନଙ୍କ ଏକ ସମୂହ
							எடுத்துக்காட்டு : 
							ରାମ ଏକ ବେସରକାରୀ ସଂଗଠନର ସଦସ୍ୟ
							
ஒத்த சொற்கள் : ପରିଷଦ, ପ୍ରତିଷ୍ଠାନ, ସଂଗଠନ
பிற மொழிகளில் மொழிபெயர்ப்பு :
பொருள் : ବିକ୍ଷିପ୍ତ ଶକ୍ତିକୁ ଏକତ୍ରିତ କରି ତାକୁ କୌଣସି କାର୍ଯ୍ୟ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ନିର୍ମିତ ସଂସ୍ଥା
							எடுத்துக்காட்டு : 
							ଭାରତକୁ ବିଦେଶୀ ଶାସନରୁ ମୁକ୍ତ କରିବାପାଇଁ ଭିନ୍ନଭିନ୍ନ ଅନେକ ସଂଗଠନ ତିଆରି କରାଯାଇଥିଲା
							
ஒத்த சொற்கள் : ସଂଗଠନ
பிற மொழிகளில் மொழிபெயர்ப்பு :
பொருள் : ସାହିତ୍ୟ, ବିଜ୍ଞାନ, କଳାଆଦିର ଉନ୍ନତି ନିମନ୍ତେ ସ୍ଥାପିତ ସମାଜ
							எடுத்துக்காட்டு : 
							ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ ଶିକ୍ଷା କ୍ଷେତ୍ରରେ ବିଶ୍ୱବିଖ୍ୟାତ
							
ஒத்த சொற்கள் : ଅଧିଷ୍ଠାନ, ଇନଷ୍ଟିଚ୍ୟୁଟ୍, ସଂସ୍ଥାନ
பிற மொழிகளில் மொழிபெயர்ப்பு :
साहित्य, विज्ञान, कला आदि की उन्नति के लिये स्थापित समाज।
भारतीय प्रौद्योगिकी संस्थान शिक्षा के मामले में विश्व विख्यात हैं।An association organized to promote art or science or education.
institute