பொருள் : ଜଟିଳ ଓ ସମ୍ବନ୍ଧିତ ଅଂଶଗୁଡ଼ିକ ମିଶି ସୃଷ୍ଟି ହେଉଥିବା ଏକ ବୈଚାରିକ ସମ୍ପୂର୍ଣ୍ଣତା
							எடுத்துக்காட்டு : 
							ଭବନ, ସଡ଼କ ଆଦିର ସଂଯୋଜନଦ୍ୱାରା ଏକ ନୂଆ ସହର ସୃଷ୍ଟିହେଲା
							
ஒத்த சொற்கள் : ସଂଯୋଜନ
பிற மொழிகளில் மொழிபெயர்ப்பு :
* एक वैचारिक संपूर्णता जो जटिल और संबंधित भागों से मिलकर बनती है।
भवनों, सड़कों आदि के संयोजन से एक नया शहर बन गया।பொருள் : ବିଚାର ଆଦିକୁ ଏକାଠି ମିଶାଇ ଏକ ନୂଆ ବା ଭିନ୍ନ ଓ ଉପଯୁକ୍ତ ବିଚାର ପ୍ରସ୍ତୁତ କରିବା ପ୍ରକ୍ରିୟା
							எடுத்துக்காட்டு : 
							ସଂମିଶ୍ରଣରୁ ପ୍ରାପ୍ତ ବିଚାର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ
							
ஒத்த சொற்கள் : ସଂଶ୍ଳେଷ
பிற மொழிகளில் மொழிபெயர்ப்பு :
* विचारों आदि को एक में मिलाकर एक नया या एक अलग और उपयुक्त विचार बनाने की क्रिया।
संमिश्रण से प्राप्त विचार बहुत ही महत्वपूर्ण होते हैं।