பொருள் : ଏକ ସଙ୍ଗେ କୌଣସି କାମ କରିବାପାଇଁ ଲୋକମାନଙ୍କ ଏକ ସମୂହ
							எடுத்துக்காட்டு : 
							ରାମ ଏକ ବେସରକାରୀ ସଂଗଠନର ସଦସ୍ୟ
							
ஒத்த சொற்கள் : ପରିଷଦ, ପ୍ରତିଷ୍ଠାନ, ସଂସ୍ଥା
பிற மொழிகளில் மொழிபெயர்ப்பு :
பொருள் : ବିକ୍ଷିପ୍ତ ଶକ୍ତିକୁ ଏକତ୍ରିତ କରି ତାକୁ କୌଣସି କାର୍ଯ୍ୟ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ନିର୍ମିତ ସଂସ୍ଥା
							எடுத்துக்காட்டு : 
							ଭାରତକୁ ବିଦେଶୀ ଶାସନରୁ ମୁକ୍ତ କରିବାପାଇଁ ଭିନ୍ନଭିନ୍ନ ଅନେକ ସଂଗଠନ ତିଆରି କରାଯାଇଥିଲା
							
ஒத்த சொற்கள் : ସଂସ୍ଥା
பிற மொழிகளில் மொழிபெயர்ப்பு :