பொருள் : ଖାଲି ବା ରିକ୍ତ ସ୍ଥାନ
							எடுத்துக்காட்டு : 
							ସେ ଶୂନ୍ୟରେ  ଘୁରୁଥିଲା
							
ஒத்த சொற்கள் : ଆକାଶ
பிற மொழிகளில் மொழிபெயர்ப்பு :
பொருள் : ଖୋଲା ଜାଗାରେ ଉପରଆଡ଼କୁ ଦେଖାଯାଉଥିବା ଖାଲି ସ୍ଥାନ
							எடுத்துக்காட்டு : 
							ଆକାଶରେ କଳା ବାଦଲ ଘେରି ରହିଛି  ଚାନ୍ଦିନୀ ରାତିରେ ଆକାଶର ଶୋଭା ଦେଖିବାଯୋଗ୍ୟ
							
ஒத்த சொற்கள் : ଅମ୍ବର, ଆକାଶ, ଖଗୋଳ, ଗଗନ, ଦ୍ୟୋ, ନଭ, ବ୍ୟୋମ, ମହାଶୂନ୍ୟ
பிற மொழிகளில் மொழிபெயர்ப்பு :
खुले स्थान में ऊपर की ओर दिखाई देने वाला खाली स्थान।
आकाश में काले बादल छाये हुए हैं।The atmosphere and outer space as viewed from the earth.
skyபொருள் : ଗଣିତର ଯେଉଁ ସଂଖ୍ୟାକୁ ଯେ କୌଣସି ସଂଖ୍ୟାରେ ଯୋଗକଲେ ବା ବିୟୋଗ କଲେ ସେହି ସଂଖ୍ୟାର ମୂଲ୍ୟ ବଦଳେ ନାହିଁ
							எடுத்துக்காட்டு : 
							ଏକ ଆଗରେ ଶୂନ ଲେଖିଲେ ଦଶ ହୁଏ
							
ஒத்த சொற்கள் : ଶୂନ
பிற மொழிகளில் மொழிபெயர்ப்பு :
गणित की वह संख्या जिसे किसी संख्या में जोड़ने या घटाने पर उस संख्या का मान नहीं बदलता।
एक के आगे शून्य लिखने पर दस बनता है।பொருள் : କ୍ରିକେଟ୍ ଖେଳରେ ଜଣେ ବ୍ୟାଟ୍ସ୍ ମ୍ୟାନ୍ କୌଣସି ରନ୍ ନକରି ପାଇଥିବା ସ୍କୋର୍
							எடுத்துக்காட்டு : 
							ଏହି ଇନିଂସରେ ତାକୁ ଶୂନ୍ୟ ରନ୍ ମିଳିଲା
							
ஒத்த சொற்கள் : ଡକ୍
பிற மொழிகளில் மொழிபெயர்ப்பு :
பொருள் : କୌଣସି ବସ୍ତୁ,ଗୁଣ ଆଦିରେ ଶୂନ୍ୟ ବା ହୀନ
							எடுத்துக்காட்டு : 
							ବର୍ଷା ଅଭାବରୁ ଏହି ପୋଖରୀ ଜଳ ବିହୀନ ହୋଇଯାଇଛି
							
பிற மொழிகளில் மொழிபெயர்ப்பு :
பொருள் : ଯାହାର ଭିତର ସ୍ଥାନ ଶୂନ୍ୟ ବା ଭର୍ତ୍ତି ହୋଇନାହିଁ
							எடுத்துக்காட்டு : 
							ଭିଖାରୀର ଖାଲିପାତ୍ରରେ ବାଟୋଇ କିଛି ପଇସା ପକେଇ ଦେଲେ
							
பிற மொழிகளில் மொழிபெயர்ப்பு :
Holding or containing nothing.
An empty glass.