பொருள் : କର୍ଦମ ଋଷି ଏବଂ ଦେବହୂତିଙ୍କ ନଅ କନ୍ୟାଙ୍କମଧ୍ୟରୁ ସବୁଠୁ ସାନ
							எடுத்துக்காட்டு : 
							ଅଥର୍ବ ଋଷିଙ୍କ ବିବାହ ଶାନ୍ତିଙ୍କ ସହିତ ହୋଇଥିଲା
							
ஒத்த சொற்கள் : ଶାଂତି
பிற மொழிகளில் மொழிபெயர்ப்பு :
An imaginary being of myth or fable.
mythical beingபொருள் : ଯେଉଁ ମାନସିକ ଅବସ୍ଥାରେ କ୍ଷୋଭ, ଦୁଃଖଆଦି ଦୂର ହୁଏ ବା ମନ ଶାନ୍ତ ରହେ
							எடுத்துக்காட்டு : 
							ଯୋଗ ହେଉଛି ଶାନ୍ତି ପ୍ରାପ୍ତିର ଏକ କାରଣ
							
ஒத்த சொற்கள் : ନିରୁଦବିଗ୍ନତା
பிற மொழிகளில் மொழிபெயர்ப்பு :
The absence of mental stress or anxiety.
ataraxis, heartsease, peace, peace of mind, peacefulness, repose, serenityபொருள் : ଧ୍ୱନିହୀନ ବା ଶାନ୍ତ ହେବାର ଅବସ୍ଥା କିମ୍ବା ଭାବ
							எடுத்துக்காட்டு : 
							ଅନ୍ଧାର ରାତିରେ ନୀରବତା ଛାଇ ହୋଇଥିଲା
							
ஒத்த சொற்கள் : କୋଳାହଳହୀନତା, ଧ୍ୱନିହୀନତା, ନିସ୍ତବ୍ଧତା, ନୀରବତା, ପ୍ରଶାନ୍ତତା, ଶବ୍ଦହୀନତା
பிற மொழிகளில் மொழிபெயர்ப்பு :
ध्वनिहीन या शांत होने की अवस्था या भाव।
अंधेरी रात में निस्तब्धता छाई हुई थी।