பொருள் : ହରିଣର ଚାରିଗୋଡ଼ରେ ଡେଇଁଡେଇଁ ଦୌଡ଼ିବା
							எடுத்துக்காட்டு : 
							ଜଙ୍ଗଲରେ ହରିଣମାନେ ଡିଆଁଡେଇଁ କରୁଥିଲେ
							
ஒத்த சொற்கள் : କୁଦାମାରିବା, ଡିଆଁଡେଇଁ କରିବା
பிற மொழிகளில் மொழிபெயர்ப்பு :
हिरन का दौड़ना जिसमें वह चारों पैर फेंकता है।
जंगल में हिरन चौकड़ी भर रहे थे।பொருள் : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
							எடுத்துக்காட்டு : 
							ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
							
ஒத்த சொற்கள் : କୁଦା ମାରିବା, କୁଦିବା, ଡେଇଁବା