பொருள் : ତେଲ ବା ଘିଅରେ ତିଆରି ହୋଇଥିବା ଖାଦ୍ୟ
							எடுத்துக்காட்டு : 
							ପର୍ବପର୍ବାଣିରେ ମାଲପୁଆ, ପୁରୀ ଆଦି ନାନା ରକମର ଖାଦ୍ୟ ତିଆରି କରାଯାଏ
							
ஒத்த சொற்கள் : ଖାଦ୍ୟ, ପାକ୍, ବ୍ୟଞ୍ଜନ
பிற மொழிகளில் மொழிபெயர்ப்பு :
तेल या घी में पकाया हुआ खाद्य।
त्योहारों में मालपुआ, पूरी आदि तरह-तरह के पकवान बनते हैं।பொருள் : ରାନ୍ଧିବା ବା ତିଆରି କରିବା ପ୍ରକ୍ରିୟା
							எடுத்துக்காட்டு : 
							ମାଙ୍କୁ ରୋଷେଇରୁ କେବେ ହେଲେ ଫୁରସତ ମିଳେନାହିଁ
							
ஒத்த சொற்கள் : ପାକକର୍ମ, ରନ୍ଧାରନ୍ଧି, ରାନ୍ଧଣା
பிற மொழிகளில் மொழிபெயர்ப்பு :
The act of preparing something (as food) by the application of heat.
Cooking can be a great art.