பொருள் : ଏଭଳି ଆନନ୍ଦ ବା ଭୟ ଯେଉଁଥିରେ ଲୋମ ଛିଡ଼ା ହୋଇଯାଏ
							எடுத்துக்காட்டு : 
							ମୁକୁଳ ଅତ୍ୟଧିକ ରୋମାଞ୍ଚ କାରଣରୁ କଥା କହି ପାରୁନଥିଲା
							
பிற மொழிகளில் மொழிபெயர்ப்பு :
Something that causes you to experience a sudden intense feeling or sensation.
The thrills of space travel.பொருள் : କୌତୂହଳପୂର୍ଣ୍ଣ ସମାଚାର ବା ଏପରି ସମାଚାର ଯେଉଁ ସମାଚାର ଜାଣିଲେ ଶରୀରରେ ରୋମାଞ୍ଚଜାତ ହୁଏ
							எடுத்துக்காட்டு : 
							ପ୍ରତ୍ୟେକ ସମାଚାର ଚ୍ୟାନେଲ ଅଦ୍ୟାବଧି ପର୍ଯ୍ୟନ୍ତ ସବୁଠାରୁ ବଡ ରୋମାଞ୍ଚ ପ୍ରଦାନ କରିଥିବା ଦାବୀ କରନ୍ତି
							
பிற மொழிகளில் மொழிபெயர்ப்பு :
ऐसा समाचार जिसे जानकर शरीर में सनसनाहट पैदा हो जाए या कौतूहलभरा समाचार।
हर समाचार चैनल अब तक की सबसे बड़ी सनसनीखेज समाचार देने का दावा करता है।Information reported in a newspaper or news magazine.
The news of my death was greatly exaggerated.பொருள் : ଭୟର କାରଣ ବା ଅନୁଭବ ହେବାର ଅବସ୍ଥା(ଅଧିକତର ସୁଖ)
							எடுத்துக்காட்டு : 
							ବେଳେବେଳେ କୌଣସି ଅଚାନକ ଆଶ୍ଚର୍ଯ୍ୟଜନକ କାମମଧ୍ୟ ଶିହରଣର କାରଣ ହୋଇଥାଏ
							
பிற மொழிகளில் மொழிபெயர்ப்பு :
भय का (अधिकतर सुखद) बोध या महसूस होने की अवस्था।
कभी-कभी कोई अचानक आश्चर्यजनक काम भी सिहरन का कारण होता है।