பொருள் : କୌଣସି ବସ୍ତୁ,କାର୍ଯ୍ୟ ଆଦିକୁ କରିବା ନିମନ୍ତେ ପ୍ରଥମରୁ ତିଆରି କରା ଯାଇଥିବା ତାର ଅମୂର୍ତ୍ତ ବା ମୂର୍ତ୍ତ ରୂପ
							எடுத்துக்காட்டு : 
							ଆମକୁ ପ୍ରଥମେ ନିଜ କାର୍ଯ୍ୟ ଯୋଜନାର ନକ୍ସା ତିଆରି କରିବାକୁ ହେବ
							
ஒத்த சொற்கள் : ନକ୍ସା
பிற மொழிகளில் மொழிபெயர்ப்பு :
பொருள் : ପୃଥିବୀ ବା ଆକାଶର କୌଣସି ଭାଗର, ସ୍ଥିତି ଅନୁସାରେ ତିଆରି ହୋଇଥିବା ଯେଉଁଚିତ୍ରରେ ଦେଶ, ନଗର, ନଦୀ, ପାହାଡ଼ ଆଦି ଦର୍ଶାଯାଇଥାଏ
							எடுத்துக்காட்டு : 
							ଏହା ଭାରତର ରାଜନୈତିକ ମାନଚିତ୍ର
							
பிற மொழிகளில் மொழிபெயர்ப்பு :
A diagrammatic representation of the earth's surface (or part of it).
map