பொருள் : ସେହି ଶକ୍ତି ଯାହା ମନରେ ନୂଆ, ଅପୂର୍ବ, ଅଦୃଷ୍ଟ, ଅଶ୍ରୁତଆଦି ଘଟଣାର ସ୍ୱରୂପକୁ ସମ୍ମୁଖକୁ ଆଣେ
							எடுத்துக்காட்டு : 
							ମୂର୍ତ୍ତିଗଠନକାରୀର କଳ୍ପନା ଖୋଦେଇ ପଥରରେ ମୂର୍ତ୍ତ ରୂପ ଦିଏ
							
ஒத்த சொற்கள் : କଳ୍ପନା, କଳ୍ପନାଶକ୍ତି, ଖିଆଲ
பிற மொழிகளில் மொழிபெயர்ப்பு :
The ability to form mental images of things or events.
He could still hear her in his imagination.பொருள் : ଅନୁଭବ ଓ ସ୍ମୃତିରେ ମନରେ ଉତ୍ପନ୍ନ ହେଉଥିବା କୌଣସି ଭାବ
							எடுத்துக்காட்டு : 
							ଆପଣା ଭାବନା ଅନୁରୂପରେ ହିଁ ଲୋକେ ବ୍ୟବହାର କରନ୍ତି
							
ஒத்த சொற்கள் : ଖିଆଲ୍, ମନୋଭାବନା
பிற மொழிகளில் மொழிபெயர்ப்பு :
The state of a person's emotions (especially with regard to pleasure or dejection).
His emotional state depended on her opinion.