பொருள் : ଗୋଟିଏ ଗଛର ଛୋଟ ପତ୍ର ଯାହାକୁ ସେବନ କଲେ ନିଶା ହୋଇଥାଏ
							எடுத்துக்காட்டு : 
							ହୋଲି ଦିନ ମୁଁ ଭାଙ୍ଗ ମିଶା ସରବତ ପିଇ ଦେଇଥିଲି
							
பிற மொழிகளில் மொழிபெயர்ப்பு :
A preparation of the leaves and flowers of the hemp plant. Much used in India.
bhangபொருள் : କୌଣସି ବସ୍ତୁ ମୋଡ଼ିହେବା ବା ଲୋଚାହେବାପରେ ଯେଉଁ ଗଢ଼ଣ ହୁଏ
							எடுத்துக்காட்டு : 
							ପୋଷାକର କୁଞ୍ଚନକୁ ଇସ୍ତ୍ରୀକରି ଦୂର କରାଯାଏ
							
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ଛୋଟଗଛର ପତ୍ରକୁ ଲୋକେ ବାଟି ନିଶା ନିମନ୍ତେ ପିଅନ୍ତି
							எடுத்துக்காட்டு : 
							ସେ ଲୁଚିଛପି ଭାଙ୍ଗ ଖେତ କରେ
							
பிற மொழிகளில் மொழிபெயர்ப்பு :
பொருள் : କନା, କାଗଜ ଆଦିରେ ପକାଯାଉଥିବା ଭାଙ୍ଗ
							எடுத்துக்காட்டு : 
							ଜେଜେ ତାଙ୍କ ଧୋତିରେ କୁଞ୍ଚ ପକାଇ ପିନ୍ଧୁଛନ୍ତି
							
ஒத்த சொற்கள் : କୁଞ୍ଚ
பிற மொழிகளில் மொழிபெயர்ப்பு :
பொருள் : ଶରୀରର ଚମଡ଼ା ଉପରେ ହେଉଥିବା ସଙ୍କୋଚନ
							எடுத்துக்காட்டு : 
							ବୟସ ବଢିବା ସଙ୍ଗେ ସଙ୍ଗେ ଚେହେରା ଉପରେ  ଭାଙ୍ଗ ଆସିଯାଏ
							
பிற மொழிகளில் மொழிபெயர்ப்பு :
பொருள் : କପଡ଼ା,କାଗଜ ଆଦିରେ ଭାଙ୍ଗ ପକାଇବା
							எடுத்துக்காட்டு : 
							ଦରଜି ଫ୍ରକରେ ଘେର ତିଆରି କରିବାପାଇଁ କପଡାରେ ଦାଗ ପକାଉଛି
							
பிற மொழிகளில் மொழிபெயர்ப்பு :
कपड़े,काग़ज़ आदि में सिकुड़न डालना।
दर्ज़ी फ्राक में घेर बनाने के लिए कपड़े में चुनट डाल रहा है।