பொருள் : ଗାଳିକରିବା ବା ଧମକ ଦେବା କ୍ରିୟା ବା ଭାବ
							எடுத்துக்காட்டு : 
							ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା
							
ஒத்த சொற்கள் : କଟୂବାଣୀ, ଗାଳି, ଧମକ, ଶୋଧା
பிற மொழிகளில் மொழிபெயர்ப்பு :
A severe scolding.
bawling out, castigation, chewing out, dressing down, earful, going-over, upbraidingபொருள் : ଭର୍ତ୍ସନା କରି କହିଥିବା କଥା
							எடுத்துக்காட்டு : 
							ମାଆଙ୍କର ମଧୁର ଭର୍ତ୍ସନା ସହିତ ମୁଁ ଅଭ୍ୟସ୍ତ ହୋଇଗଲିଣି
							
ஒத்த சொற்கள் : ଗାଳି
பிற மொழிகளில் மொழிபெயர்ப்பு :
பொருள் : ଭର୍ତ୍ସନା କରିବାର ପ୍ରକ୍ରିୟା ବା ଭାବ
							எடுத்துக்காட்டு : 
							ବାପାଙ୍କ ଭର୍ତ୍ସନା ଶୁଣିବା ମାତ୍ରେ ମାଧବ ଭୟଭୀତ ହୋଇଗଲା
							
ஒத்த சொற்கள் : କଟୂବାକ୍ୟ, ଗାଳି, ତିରସ୍କାର
பிற மொழிகளில் மொழிபெயர்ப்பு :
An act or expression of criticism and censure.
He had to take the rebuke with a smile on his face.