பொருள் : ଖାଲି ଆସନ,ପଦ ଆଦିରେ କାହାରିକୁ ବସାଇ ବା ନିଯୁକ୍ତ କରି ସ୍ଥାନ ପୂରଣ କରିବା
							எடுத்துக்காட்டு : 
							ମନ୍ତ୍ରୀ ମହୋଦୟ ସାରା ବିଭାଗ ନିଜ ଭାଇ-ବନ୍ଧୁମାନଙ୍କ ଦ୍ବାରା ଭରି ଦେଇଛନ୍ତି
							
பொருள் : ଭଣ୍ଡାରରେ ରଖିବା
							எடுத்துக்காட்டு : 
							ସେ ଧାନକୁ କୋଠିରେ ଭରିଲେ
							
ஒத்த சொற்கள் : ଗଚ୍ଛିତ କରିବା, ରଖିବା
பிற மொழிகளில் மொழிபெயர்ப்பு :
Keep or lay aside for future use.
Store grain for the winter.பொருள் : ଭରିବାକାମ ଅନ୍ୟ କାହାଦ୍ୱାରା କରାଇବା
							எடுத்துக்காட்டு : 
							କୃଷକ ତା ସ୍ତ୍ରୀଦ୍ୱାରା ମୁଣିରେ ଧାନ ପୂରାଉଛି
							
ஒத்த சொற்கள் : ପୂରାଇବା, ପୂର୍ଣ୍ଣକରିବା, ବୋଝେଇକରିବା, ଭର୍ତ୍ତିକରିବା
பிற மொழிகளில் மொழிபெயர்ப்பு :
பொருள் : ଖାଲିସ୍ଥାନକୁ ପୂର୍ଣ୍ଣ କରିବାପାଇଁ ସେଥିରେ କିଛି ବସ୍ତୁଆଦି ରଖିବା
							எடுத்துக்காட்டு : 
							ଶ୍ରମିକଟି ରାସ୍ତାକଡ଼ର ଗାତଟିକୁ ଭରୁଛି
							
ஒத்த சொற்கள் : ପୂର୍ଣ୍ଣ କରିବା
பிற மொழிகளில் மொழிபெயர்ப்பு :
खाली जगह को पूर्ण करने के लिए उसमें कोई वस्तु आदि डालना।
मजदूर सड़क के किनारे का गड्ढा भर रहा है।