பொருள் : ପୂର୍ବ ଅବସ୍ଥାରୁ ଭଲ କିମ୍ବା ଉଚ୍ଚ ଅବସ୍ଥାଆଡ଼କୁ ବଢ଼ିବା
							எடுத்துக்காட்டு : 
							ସେ ବ୍ୟବସାୟରେ ଦିନକୁଦିନ ଉନ୍ନତି କରୁଛି
							
ஒத்த சொற்கள் : ଉନ୍ନତ ହେବା, ଉନ୍ନତି କରିବା, ବିକାଶ କରିବା
பிற மொழிகளில் மொழிபெயர்ப்பு :
पहले की अवस्था से अच्छी या ऊँची अवस्था की ओर बढ़ना।
उसका व्यापार दिन-प्रतिदिन उन्नत हो रहा है।பொருள் : ଇଚ୍ଛା ପ୍ରବଳ ହେବା
							எடுத்துக்காட்டு : 
							ଆଜିକାଲି ଶ୍ୟାମର ସଉକ ଚଢିଛି
							
ஒத்த சொற்கள் : ଚଢିବା, ପ୍ରବଳ ହେବା
பிற மொழிகளில் மொழிபெயர்ப்பு :
பொருள் : ବଢ଼ିବା କ୍ରିୟା
							எடுத்துக்காட்டு : 
							ଆଜିକାଲି ସମାଜରେ ଅପରାଧ ବଢ଼ୁଛି  ଅପରାଧଗୁଡ଼ିକର ସଂଖ୍ୟା ବୃଦ୍ଧି ହେଉଛି
							
ஒத்த சொற்கள் : ବୃଦ୍ଧିହେବା
பிற மொழிகளில் மொழிபெயர்ப்பு :
बढ़ने की क्रिया होना।
आजकल समाज में अपराध बढ़ रहे हैं।பொருள் : ବିସ୍ତାର ବା ପରିଣାମରୁ ଅଧିକ ହେବା ବା ବୃଦ୍ଧି ପାଇବା
							எடுத்துக்காட்டு : 
							ଠିକ୍ ଭାବେ ଦେଖାଶୁଣା କଲେ ଛୋଟ ଚାରାଗଛଗୁଡ଼ିକ ଶୀଘ୍ର ବଢ଼େ
							
ஒத்த சொற்கள் : ବଢ଼ିଯିବା
பிற மொழிகளில் மொழிபெயர்ப்பு :
Increase in size by natural process.
Corn doesn't grow here.