பொருள் : ପାଚିଥିବା ଫସଲର ଶସ୍ୟର କାଣ୍ଡରୁ ଦାନାକୁ ଅଲଗା କରିବାପାଇଁ ବଳଦ ମଡ଼ାଇବା
							எடுத்துக்காட்டு : 
							କୃଷକଟି ଖଳାରେ ଧାନଫସଲକୁ ବେଙ୍ଗଳା ପକାଉଛି
							
ஒத்த சொற்கள் : ପତୁଳି ପକାଇବା, ବେଙ୍ଗଳା ପକାଇବା, ବେଙ୍ଗୁଳିବା
பிற மொழிகளில் மொழிபெயர்ப்பு :
பொருள் : ବେଙ୍ଗଳାକାମ ଅନ୍ୟ କାହାଦ୍ୱାରା କରାଇବା
							எடுத்துக்காட்டு : 
							ଅମଳ କରିବା ସମୟରେ ଶସ୍ୟକୁ ବଳଦଙ୍କଦ୍ୱାରା ବେଙ୍ଗଳା ପକାନ୍ତି
							
ஒத்த சொற்கள் : ବେଙ୍ଗଳା ପକାଇବା
பிற மொழிகளில் மொழிபெயர்ப்பு :