பொருள் : ଗୋଟିଏ ସ୍ଥାନରୁ ଅନ୍ୟ ଏକ ଦୂର ସ୍ଥାନକୁ ଯିବାର କ୍ରିୟା
							எடுத்துக்காட்டு : 
							ସେ ଭ୍ରମଣରେ ଯାଉଛି  ତାର ଯାତ୍ରା ସଫଳ ହେଲା
							
பிற மொழிகளில் மொழிபெயர்ப்பு :
பொருள் : ଅକାରଣରେ ବୁଲିବା ଓ ଚାଲିବା
							எடுத்துக்காட்டு : 
							କ୍ରୋଧବଶତଃ ସେ ଗଳିଗଳି ବୁଲୁଥିଲା
							
ஒத்த சொற்கள் : ଚଲାବୁଲା କରିବା, ବିଚରଣ କରିବା
பிற மொழிகளில் மொழிபெயர்ப்பு :
பொருள் : ଦିଗ ପରିବର୍ତ୍ତନ କରିବା
							எடுத்துக்காட்டு : 
							ସେ ଘରୁ ବିଦ୍ୟାଳୟ ଆଡ଼କୁ ବାହାରିଲା କିନ୍ତୁ ଗାଡ଼ିଆଆଡ଼କୁ ମୋଡ଼ିଗଲା
							
பிற மொழிகளில் மொழிபெயர்ப்பு :
Change orientation or direction, also in the abstract sense.
Turn towards me.பொருள் : କୌଣସି ବସ୍ତୁ ପ୍ରଭୃତିର ଚାରି ପାଖରେ ଚକ୍କରମାରିବା
							எடுத்துக்காட்டு : 
							ସେ ମନ୍ଦିର ପରିକ୍ରମା କରୁଅଛି
							
ஒத்த சொற்கள் : ଘୁରିବା, ଚକକର ମାରିବା, ପରିକ୍ରମା କରିବା
பிற மொழிகளில் மொழிபெயர்ப்பு :
किसी वस्तु आदि के चारों ओर चक्कर लगाना या गोल घूमना।
वह मंदिर की परिक्रमा कर रहा है।பொருள் : କୌଣସି ସ୍ଥାନରେ ଭ୍ରମଣ କରିବା
							எடுத்துக்காட்டு : 
							ମୁଁ ଗୋଆ ମଧ୍ୟ ଭ୍ରମଣ କରିଅଛି
							
ஒத்த சொற்கள் : ପର୍ୟଟନ କରିବା, ବୁଲାବୁଲି କରିବା, ଭ୍ରମଣ କରିବା
பிற மொழிகளில் மொழிபெயர்ப்பு :
किसी स्थान पर घूमना-फिरना।
हमने गोवा भी घूमा है।