பொருள் : ସମ୍ପତ୍ତି ଆଦି(ବିକ୍ରୟ ବା ଦାନ ଆଦିଦ୍ୱାରା) ଅନ୍ୟକୁ ଦେବାର ପ୍ରକ୍ରିୟା
							எடுத்துக்காட்டு : 
							ସେ ବିନିଯୋଗପାଇଁ ଉଚିତ ବ୍ୟକ୍ତିଙ୍କ ଅନ୍ୱେଷଣରେ ଅଛନ୍ତି
							
பிற மொழிகளில் மொழிபெயர்ப்பு :
பொருள் : ବ୍ୟବସାୟରେ ପୁଞ୍ଜି ଲଗାଇବା ପ୍ରକ୍ରିୟା
							எடுத்துக்காட்டு : 
							ସେ ପ୍ରତିବର୍ଷ ନିଜ ଆୟର ପ୍ରାୟ ଅଧା ବିନିଯୋଗ କରନ୍ତି
							
பிற மொழிகளில் மொழிபெயர்ப்பு :
The act of investing. Laying out money or capital in an enterprise with the expectation of profit.
investing, investmentபொருள் : କୌଣସି ଫଳ ଉଦ୍ଦେଶ୍ୟରେ ଏକ ବସ୍ତୁର ଉପଯୋଗ
							எடுத்துக்காட்டு : 
							କୋଟିକୋଟି ଟଙ୍କାରୁ ମଧ୍ୟ ଅଧିକ ଅନୁପୂରକ ଦାବି ଓ ସେହି ସମ୍ବନ୍ଧୀୟ ବିନିଯୋଗ ବିଧେୟକକୁ ଗୃହୀତ କରିଦେଲେ
							
பிற மொழிகளில் மொழிபெயர்ப்பு :
பொருள் : କୌଣସି ବସ୍ତୁକୁ ଉପଯୋଗୀ କରାଯିବା କାର୍ଯ୍ୟ ବା ଭାବ
							எடுத்துக்காட்டு : 
							ଯେଉଁ ଉପଦେଶ ଦେଉଛି ତାକୁ କାମରେ ଲଗାଅ
							
ஒத்த சொற்கள் : ଉପଯୋଗ, କାମ, ପ୍ରୟୋଗ, ବ୍ୟବହାର
பிற மொழிகளில் மொழிபெயர்ப்பு :
The act of using.
He warned against the use of narcotic drugs.பொருள் : କୌଣସି କାମ ପୂରା କରିବାପାଇଁ ପାରିଶ୍ରମିକ, ମୂଲ୍ୟଆଦି ରୂପରେ ଧନ ଦେବା ବା ଲଗାଇବାର କ୍ରିୟା
							எடுத்துக்காட்டு : 
							ଏହି ଭବନର ନିର୍ମାଣରେ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଗଲା
							
பிற மொழிகளில் மொழிபெயர்ப்பு :