பொருள் : ଅନ୍ୟମାନଙ୍କ କଥାକୁ ଉପେକ୍ଷା କରି ନିଜ କଥାକୁ କହି ଚାଲିବାର ପ୍ରକ୍ରିୟା
							எடுத்துக்காட்டு : 
							ତାର ବିତଣ୍ଡା ଯୋଗୁଁ ସମସ୍ତେ ହଇରାଣ ହେଉଛନ୍ତି
							
ஒத்த சொற்கள் : ଅଯଥା ଯୁକ୍ତି, ବିତଂଡା
பிற மொழிகளில் மொழிபெயர்ப்பு :
பொருள் : ବ୍ୟର୍ଥ ବିବାଦ ବା ମତାନ୍ତର
							எடுத்துக்காட்டு : 
							ଏଭଳି ବିତଣ୍ଡା ଦ୍ୱାରା ଶେଷରେ ତୁମକୁ କଣ ମିଳୁଛି?
							
ஒத்த சொற்கள் : ବିତଂଡା, ବିତଂଡାବାଦ, ବିତଣ୍ଡାବାଦ
பிற மொழிகளில் மொழிபெயர்ப்பு :
व्यर्थ का विवाद या कहासुनी।
इस तरह की वितंडाओं से आखिर तुम्हें क्या मिलता है?பொருள் : ଅଯଥା ଯୁକ୍ତିତର୍କ
							எடுத்துக்காட்டு : 
							ଆଜି ରାମ ଏବଂ ଶ୍ୟାମ ମଧ୍ୟରେ ଏକ ଛୋଟ କଥାକୁ ନେଇ ବିତଣ୍ଡା ହେଲା
							
ஒத்த சொற்கள் : କନ୍ଦଳ, କଳି, ଝଗଡ଼ା, ତକରାଳ, ଯୁକ୍ତିତର୍କ
பிற மொழிகளில் மொழிபெயர்ப்பு :
பொருள் : ଏକାଠି ବସି କୌଣସି ପ୍ରସଙ୍ଗ ଉପରେ ତର୍କ ବିତର୍କ କରିବା
							எடுத்துக்காட்டு : 
							ରାମ ଏବଂ ଶ୍ୟାମ ଅନାବଶ୍ୟକ ସମସ୍ୟାକୁ ନେଇ  ଯୁକ୍ତିତର୍କ କରୁଛନ୍ତି
							
ஒத்த சொற்கள் : ତର୍କବିତର୍କ, ବାଦବିବାଦ, ଯୁକ୍ତିତର୍କ
பிற மொழிகளில் மொழிபெயர்ப்பு :
एक साथ बैठकर किसी मुद्दे आदि पर तर्क वितर्क करना या उस मुद्दे पर सहमत न होना।
राम और श्याम अनावश्यक मसले पर वाद विवाद कर रहे हैं।