பொருள் : ସମୂହରୁ ଜିନିଷଗୁଡ଼ିକୁ ଅଲଗା କରିବା
							எடுத்துக்காட்டு : 
							ସେ ଟୋକେଇରୁ ଭଲ ଆମ୍ବ ବାଛୁଛି
							
ஒத்த சொற்கள் : ଅଲଗା କରିବା
பிற மொழிகளில் மொழிபெயர்ப்பு :
பொருள் : ଅନାବଶ୍ୟକ ରୂପରେ ନିଜର ଯୋଗ୍ୟତା ଦେଖାଇବା
							எடுத்துக்காட்டு : 
							ଆମେ ତୁମକୁ ଜାଣୁ, ବେଶି ବାଛନାହିଁ  ସେ ବହୁତ ବାଛେ
							
பிற மொழிகளில் மொழிபெயர்ப்பு :
अनावश्यक रूप से अपनी योग्यता दिखाना।
हम तुम्हें जानते हैं, ज्यादा मत छाँटो।பொருள் : କିଛି ଲୋକଙ୍କ ଭିତରୁ କାହାରିକୁ ଆପଣାର ପ୍ରତିନିଧି କରିବା
							எடுத்துக்காட்டு : 
							କଂଗ୍ରେସ ଲୋକମାନେ ସୋନିଆ ଗାନ୍ଧିଙ୍କୁ କଂଗ୍ରେସର ଅଧ୍ୟକ୍ଷ ରୂପେ ବାଛିଲେ
							
ஒத்த சொற்கள் : ନିର୍ବାଚିତ କରିବା
பிற மொழிகளில் மொழிபெயர்ப்பு :
कुछ लोगों में से किसी को अपना प्रतिनिधि बनाना।
काँग्रेसियों ने सोनिया गाँधी को काँग्रेस अध्यक्ष चुना।பொருள் : ଅଲଗା ବା ପୃଥକ କରିବା
							எடுத்துக்காட்டு : 
							ସୀତା ଚାଉଳରେ ମିଶି ଯାଇଥିବା ଡାଲିକୁ ଅଲଗା କରୁଛି ସେ ବଡ଼ ବଡ଼ ମାଛ ଅଲଗା କରୁଛି
							
ஒத்த சொற்கள் : ଅଲଗା କରିବା, ବାହାର କରିବା
பிற மொழிகளில் மொழிபெயர்ப்பு :
பொருள் : ଗଛଗୁଡ଼ିକର ଚାରିପଟୁ ଘାସ ବାହାର କରିବା ଯାହାଦ୍ୱାରା ଗଛଗୁଡ଼ିକ ଠିକଭାବେ ବଢ଼ିପାରିବ
							எடுத்துக்காட்டு : 
							ଚାଷୀମାନେ ତାଙ୍କ ବିଲ ବାଛୁଛନ୍ତି
							
ஒத்த சொற்கள் : ଘାସ ବାଛିବା, ଘାସ ସଫାକରିବା
பிற மொழிகளில் மொழிபெயர்ப்பு :
पौधों के आस-पास की घास निकालना जिससे पौधों की बाढ़ ठीक तरह से हो।
किसान अपने खेतों को निरा रहे हैं।பொருள் : ଅନେକ ବସ୍ତୁ ମଧ୍ୟରୁ କିଛି ମନ ପସନ୍ଦ ବସ୍ତୁ ଅଲଗା କରିବା
							எடுத்துக்காட்டு : 
							ଲୁଗା ଦୋକାନରେ ନିଜ ପାଇଁ ମୁଁ ଦଶଟି ଶାଢ଼ୀ ବାଛିଲି
							
ஒத்த சொற்கள் : ଚୟନ କରିବା, ପସନ୍ଦ କରିବା
பிற மொழிகளில் மொழிபெயர்ப்பு :
बहुत सी वस्तुओं में से कुछ मनपसंद वस्तुएँ अलग करना।
कपड़े की दुकान से अपने लिए मैंने दस साड़ियाँ चुनी।பொருள் : ସଜାଇକରି ବା କ୍ରମାନୁସାରେ ଠିକଭାବେ ରଖିବା
							எடுத்துக்காட்டு : 
							ରାଜମିସ୍ତ୍ରୀ କାନ୍ଥର ଇଟା ଅଲଗାକରି ରଖୁଛି
							
ஒத்த சொற்கள் : ଅଲଗାକରି ରଖିବା, ନିର୍ବାଚନ କରିବା
பிற மொழிகளில் மொழிபெயர்ப்பு :