பொருள் : ଦେଶରୁ ବହିଷ୍କୃତ ହେବା ଦଣ୍ଡ
							எடுத்துக்காட்டு : 
							ବ୍ରିଟିଶ୍ ଶାସିତ ଭାରତରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦଣ୍ଡସ୍ୱରୂପ ଦେଶରୁ ନିର୍ବାସିତ କରି ଆଣ୍ଡାମାନ ପଠାଇ ଦିଆଯାଉଥିଲା
							
ஒத்த சொற்கள் : ନିର୍ବାସନ, ନିର୍ବାସିତ, ବାହାର
பிற மொழிகளில் மொழிபெயர்ப்பு :
देश से निकाले जाने का दंड।
ब्रिटिश राज्य में स्वतंत्रता सेनानियों को देश निकाले की सजा दी जाती थी।The act of expelling a person from their native land.
Men in exile dream of hope.பொருள் : କୌଣସି ବିଷୟରେ, କାହା ସହିତ ମତଭେଦ ହେଲାପରେ ବିରୋଧ ବା ଅସନ୍ତୋଷ ପ୍ରକଟ କରିବା ପାଇଁ ତାହାର ତ୍ୟାଗ
							எடுத்துக்காட்டு : 
							ଗାନ୍ଧିଜୀ ବିଦେଶୀ ବସ୍ତୁଗୁଡ଼ିକୁ ବହିଷ୍କାର କରିଥିଲେ
							
ஒத்த சொற்கள் : ବର୍ଜନ, ବହିଷ୍କରଣ
பிற மொழிகளில் மொழிபெயர்ப்பு :
A group's refusal to have commercial dealings with some organization in protest against its policies.
boycottபொருள் : ବାହାର କରିବା ବା ନିକାଲିବା କ୍ରିୟା
							எடுத்துக்காட்டு : 
							ଅନ୍ୟ ଜାତିର ଝିଅକୁ ବିବାହ କରିଥିବା କାରଣର ସମାଜ ରାମୁକୁ  ବହିଷ୍କାର କଲା
							
ஒத்த சொற்கள் : ବହିଷ୍କରଣ
பிற மொழிகளில் மொழிபெயர்ப்பு :
பொருள் : କାହାରିକୁ ଦଣ୍ଡଦେଇ କୌଣସି ସ୍ଥାନ, କ୍ଷେତ୍ର ଆଦିରୁ ବାହାରକରିବା ବା ଦୂରକରିବା
							எடுத்துக்காட்டு : 
							ଅଛୁଆଁ ଜାତିର ଝିଅସହିତ ବିବାହ କରିବାରୁ ମଙ୍ଗୁଳୁର ଜାତିରୁ ବହିଷ୍କାର ହେଲା
							
ஒத்த சொற்கள் : ନିର୍ବାସନ, ନିଷ୍କାସନ
பிற மொழிகளில் மொழிபெயர்ப்பு :
The act of expelling a person from their native land.
Men in exile dream of hope.