பொருள் : ଯେଉଁ ଦଣ୍ଡରେ ଅପରାଧୀକୁ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ କୌଣସି ଏକ ଅଞ୍ଚଳରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥାଏ
							எடுத்துக்காட்டு : 
							ଏହି ଫିଲ୍ମରେ ନାୟକକୁ ନିର୍ବାସନ ମିଳିଛି
							
ஒத்த சொற்கள் : ନିର୍ବାସନ, ବିତାଡ଼ନ
பிற மொழிகளில் மொழிபெயர்ப்பு :
एक प्रकार का दंड जिसमें अपराधी को एक निश्चित समय तक एक निश्चित क्षेत्र में प्रवेश की मनाही होती है।
तड़ीपार के सज़ायाफ्ता कैदी पर पुलिस नज़र रखी हुई है।பொருள் : କୌଣସି ବିଷୟରେ, କାହା ସହିତ ମତଭେଦ ହେଲାପରେ ବିରୋଧ ବା ଅସନ୍ତୋଷ ପ୍ରକଟ କରିବା ପାଇଁ ତାହାର ତ୍ୟାଗ
							எடுத்துக்காட்டு : 
							ଗାନ୍ଧିଜୀ ବିଦେଶୀ ବସ୍ତୁଗୁଡ଼ିକୁ ବହିଷ୍କାର କରିଥିଲେ
							
ஒத்த சொற்கள் : ବର୍ଜନ, ବହିଷ୍କାର
பிற மொழிகளில் மொழிபெயர்ப்பு :
A group's refusal to have commercial dealings with some organization in protest against its policies.
boycottபொருள் : ବାହାର କରିବା ବା ନିକାଲିବା କ୍ରିୟା
							எடுத்துக்காட்டு : 
							ଅନ୍ୟ ଜାତିର ଝିଅକୁ ବିବାହ କରିଥିବା କାରଣର ସମାଜ ରାମୁକୁ  ବହିଷ୍କାର କଲା
							
ஒத்த சொற்கள் : ବହିଷ୍କାର
பிற மொழிகளில் மொழிபெயர்ப்பு :