பொருள் : ତରଳ ପଦାର୍ଥର ଯେଭଳି ସ୍ଥିରହେଲେ ସେଥିରେ ଦ୍ରବୀଭୂତ ହୋଇଥିବା ଜିନିଷ ବା ମଇଳା ତଳେ ବସିଯାଏ
							எடுத்துக்காட்டு : 
							ମାଛଧରାଳିମାନେ ବାହାରି ଆସିବାପରେ ପୋଖରୀର ପାଣି ସ୍ଥିର ହୋଇଗଲା
							
ஒத்த சொற்கள் : ସ୍ଥିର ହୋଇଯିବା
பிற மொழிகளில் மொழிபெயர்ப்பு :
Remove by passing through a filter.
Filter out the impurities.பொருள் : ତଳେ ପଡ଼ିଯିବା ବା ଧିରେଧିରେ ବସିଯିବା
							எடுத்துக்காட்டு : 
							ବର୍ଷାରେ ମାଟି ପାଚେରୀ ଭୁଷୁଡ଼ି ପଡ଼ିଲା
							
ஒத்த சொற்கள் : ଧସିଯିବା, ଭୁଷୁଡ଼ି ପଡ଼ିବା
பிற மொழிகளில் மொழிபெயர்ப்பு :
பொருள் : ଫୁଲିଥିବା ବା ବାହାରକୁଥିବା ତଳ ଭାଗ ଦବିଯାଇଥିବା
							எடுத்துக்காட்டு : 
							ବାକ୍ସ ଉପରେ ବସିବାରୁ ତାହା ଚେପା ହୋଇଗଲା
							
ஒத்த சொற்கள் : ଚେପାହୋଇଯିବା, ଦାବିହୋଇଯିବା
பிற மொழிகளில் மொழிபெயர்ப்பு :