பொருள் : କୌଣସି ବ୍ୟକ୍ତି ବା ବ୍ୟକ୍ତିମାନଙ୍କଦ୍ୱାରା ହିଁ ଅଚାନକ ଆକ୍ରମଣକରି ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କ ହତ୍ୟା କରାଯାଏ
							எடுத்துக்காட்டு : 
							ଇନ୍ଦିରା ଗାନ୍ଧୀଙ୍କ ସୁରକ୍ଷାକର୍ମୀମାନେ ହିଁ ତାଙ୍କୁ ହତ୍ୟା କରିଥିଲେ
							
ஒத்த சொற்கள் : ଖୁନ, ନିହତ, ହତ୍ୟା
பிற மொழிகளில் மொழிபெயர்ப்பு :
Murder of a public figure by surprise attack.
assassinationபொருள் : କୌଣସି ମଣିଷ, ପ୍ରାଣୀଆଦିକୁ ଜାଣିବୁଝି କୌଣସି ଉଦ୍ଦେଶ୍ୟରେ ମାରିଦେବାର କ୍ରିୟା
							எடுத்துக்காட்டு : 
							ସେ ନିଜ ପିତାକୁ ହତ୍ୟା କଲା  ପ୍ରାଣୀ ହତ୍ୟା ମହାପାପ
							
ஒத்த சொற்கள் : ଅପଘାତ, ଅବଘାତ, ଘାତ, ବିଘାତ, ସଂଘାତ, ହତ୍ୟା
பிற மொழிகளில் மொழிபெயர்ப்பு :
किसी मनुष्य, प्राणी आदि को जान-बूझकर किसी उद्देश्य से मार डालने की क्रिया।
किसी भी प्राणी की हत्या महापाप है।