பொருள் : ରେଶମ ଲୁଗାରେ ଥରେ ମାତ୍ର ସିଲେଇ କରି ବୁଣା ଯାଉଥିବା ପ୍ରକ୍ରିୟା
							எடுத்துக்காட்டு : 
							ସେ ଗୋଟିଏ ଫନ୍ଦା ସିଧା ଏବଂ ଅନ୍ୟ ଫନ୍ଦା ଓଲଟା ବୁଣି ଏହି ରୂପ ତିଆରି କରିଛି
							
ஒத்த சொற்கள் : ଫନ୍ଦା
பிற மொழிகளில் மொழிபெயர்ப்பு :
பொருள் : ଲାକ୍ଷଣିକ ଅର୍ଥରେ ,କିଛି ଏପରି ଯୁକ୍ତି ଯେଉଁଥିନେଇ କୌଣସି ବାହାର ଲୋକ ପ୍ରାୟତଃ ଅସାବଧାନତାବଶତଃ ଧୋକା ଖାଏ
							எடுத்துக்காட்டு : 
							ତୁମରି ଫାନ୍ଦରେ କେହିବି ଫସିଯିବ
							
ஒத்த சொற்கள் : କୌଶଳ, ଚାଲ୍, ଜାଲ, ଫାଶ
பிற மொழிகளில் மொழிபெயர்ப்பு :
लाक्षणिक अर्थ में, कोई ऐसी युक्ति जिसके कारण कोई दूसरा व्यक्ति प्रायः असावधानी के कारण धोखा खाता हो।
तुम्हारे जाल में कोई भी फँस जाएगा।பொருள் : ଦଉଡ଼ିରେ ତିଆରି ହୋଇଥିବ ଗଣ୍ଡା ଯାହାଦ୍ୱାରା ଜୀବଜନ୍ତୁ ବନ୍ଧାହୁଅନ୍ତି କିମ୍ବା କଷି ହୋଇ ବାଂଧି ଦେଲେ ମରିଯାଆନ୍ତି
							எடுத்துக்காட்டு : 
							ଶିକାରୀ ଠେକୁଆକୁ ଫାଶରେ ବାନ୍ଧି ଦେଲା
							
பிற மொழிகளில் மொழிபெயர்ப்பு :
பொருள் : ଏପରି କରାଯାଇଥିବା ବ୍ୟବସ୍ଥା ବା ପରିସ୍ଥିତି ଯେଉଁଥିରେ ପଶିଲେ ମୁକୁଳିବାର ବାଟ ନଥାଏ
							எடுத்துக்காட்டு : 
							ପୁଲିସ୍ ଖୁଣୀକୁ ଧରିବା ଲାଗି ଜାଲ ବିଛାଇ ଚାଲିଛି
							
பிற மொழிகளில் மொழிபெயர்ப்பு :