பொருள் : ଫାଟିବା ପ୍ରକ୍ରିୟା ବା ଭାବ
							எடுத்துக்காட்டு : 
							ଫାଟିବା ପରେ ହିଁ ଗହମକୁ ବସ୍ତାରେ ରଖିବାକୁ ହେବ
							
பிற மொழிகளில் மொழிபெயர்ப்பு :
பொருள் : ଶୁଖିବା କାରଣରୁ ଫାଟିଯିବା
							எடுத்துக்காட்டு : 
							ଶୁଖିଲା ପଡ଼ିବା କାରଣରୁ ଜମି ଫାଟିଗଲା
							
ஒத்த சொற்கள் : ବିଦୀର୍ଣ୍ଣ ହେବା
பிற மொழிகளில் மொழிபெயர்ப்பு :
பொருள் : ଉପରେ ଚୋପା ବା ଆବରଣ ଥିବା ଏବଂ ଭିତର ଭାଗରେ ପୋଲା ବା ନରମ ଜିନିଷରେ ଭର୍ତ୍ତିଥିବା ଏଭଳି ବସ୍ତୁର ଫାଟିବା
							எடுத்துக்காட்டு : 
							ଏହି ଢୋଲ ଫାଟିଗଲା
							
ஒத்த சொற்கள் : ଫୁଟିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ବସ୍ତୁର କିଛି ଅଂଶ ଅଲଗା ହୋଇଯିବା
							எடுத்துக்காட்டு : 
							ଶିମିଳି ଫଳ ଶୁଖିବାମାତ୍ରେ ଫାଟିଯାଏ
							
பொருள் : ଅତ୍ୟଧିକ ପୀଡ଼ା ହେବା
							எடுத்துக்காட்டு : 
							ଆଜି ସକାଳରୁ ହିଁ ବିନ୍ଧାରେ ମୋ ମୁଣ୍ଡ ଫାଟିଯାଉଛି
							
பிற மொழிகளில் மொழிபெயர்ப்பு :
பொருள் : କୌଣସି ପୋଲା ବସ୍ତୁରେ ଏକ ପ୍ରକାର ଫାଟ ପଡ଼ିଯିବା, ଯାହାଦ୍ୱାରା ଭିତରର ବସ୍ତୁ ବାହାରକୁ ବାହାରି ଆସେ ବା ଦେଖା ଯାଏ
							எடுத்துக்காட்டு : 
							ତାହାର ଝୁଲା ଫାଟିଗଲା ଏବଂ ସବୁ ଜିନିଷ ରାସ୍ତାରେ ବୁଣି ହୋଇଗଲା
							
பிற மொழிகளில் மொழிபெயர்ப்பு :
किसी पोली वस्तु में इस प्रकार दरार पड़ जाना जिससे उसके अंदर तक दिखाई देने लगे।
उसका झोला फट गया और सारा समान रास्ते में बिखर गया।பொருள் : ସୁଖିବା ବା କୁଞ୍ଚିତ ହେବା କାରଣରୁ ଫାଟିବା
							எடுத்துக்காட்டு : 
							ଶୀତ ଦିନରେ ତେଲ ଆଦି ନ ଲଗାଇବାରୁ ଚମଡ଼ା ଫାଟିଯାଏ
							
பிற மொழிகளில் மொழிபெயர்ப்பு :
सूखने या सिकुड़ने के कारण चिटकना या फटना।
जाड़े के दिनों में तेल आदि न लगाने से त्वचा चर्राती है।