பொருள் : ସାହିତ୍ୟଆଦିରେ ସେହି ପୁରୁଷ ଯାହାର ଚରିତ୍ର କୌଣସି କାବ୍ୟ, ନାଟକ ପ୍ରଭୃତିରେ ମୁଖ୍ୟରୂପରେ ଆସେ
							எடுத்துக்காட்டு : 
							ଏହି କାହାଣୀର ନାୟକ ଶେଷରେ ବୀରଗତି ପ୍ରାପ୍ତ ହୋଇଯାଏ
							
ஒத்த சொற்கள் : ନାୟକ, ମୁଖ୍ୟ ଚରିତ୍ର, ମୁଖ୍ୟ ନାୟକ, ହିରୋ
பிற மொழிகளில் மொழிபெயர்ப்பு :
The principal character in a play or movie or novel or poem.
hero