பொருள் : କୌଣସି ପ୍ରଦେଶରେ ରହୁଥିବା ସମସ୍ତ ଲୋକ
							எடுத்துக்காட்டு : 
							ସମଗ୍ର ରାଜ୍ୟ ଦରଦାମ ବୃଦ୍ଧିର ପ୍ରଭାବରେ ଆକ୍ରାନ୍ତ
							
பிற மொழிகளில் மொழிபெயர்ப்பு :
பொருள் : କୌଣସି ଦେଶର ଏକ ବିଭାଗ ଯାହାର ବାସିନ୍ଦାଙ୍କ ଶାସନପଦ୍ଧତି, ଭାଷା, ଚାଲିଚଳଣି, ବ୍ୟବହାରଆଦି ଅନ୍ୟମାନଙ୍କଠାରୁ ଭିନ୍ନ ଓ ସ୍ୱତନ୍ତ୍ର ହୋଇଥାଏ
							எடுத்துக்காட்டு : 
							ସ୍ୱତନ୍ତ୍ର ଭାରତରେ ବର୍ତ୍ତମାନ ଅଣତିରିଶଟି ପ୍ରଦେଶ ଅଛି
							
ஒத்த சொற்கள் : ରାଜ୍ୟ
பிற மொழிகளில் மொழிபெயர்ப்பு :
பொருள் : ସେହି ଦେଶ,ପ୍ରଦେଶ,ଜିଲ୍ଲା,କ୍ଷେତ୍ର,ସହର,ଗାଁ ଆଦି ଯେଉଁଠାରେ ଆପଣ (ବା କୌଣସି ବ୍ୟକ୍ତି) ରହିଥାନ୍ତି
							எடுத்துக்காட்டு : 
							ଭାରତ ମୋ ଦେଶ
							
ஒத்த சொற்கள் : ଅଞ୍ଚଳ, ଦେଶ, ମୁଲକ, ରାଜ୍ୟ, ରାଷ୍ଟ୍ର
பிற மொழிகளில் மொழிபெயர்ப்பு :
The country or state or city where you live.
Canadian tariffs enabled United States lumber companies to raise prices at home.