பொருள் : ଉନ୍ନତିର ରାସ୍ତାରେ ଅଗ୍ରସର ବା ଯେ ଉନ୍ନତି କରିଚାଲିଛି
							எடுத்துக்காட்டு : 
							ଭାରତ ଗୋଟିଏ ପ୍ରଗତିଶୀଳ ଦେଶ
							
ஒத்த சொற்கள் : ବିକାଶଶୀଳ
பிற மொழிகளில் மொழிபெயர்ப்பு :
பொருள் : ପ୍ରଗତି କରିଲାବାଲା
							எடுத்துக்காட்டு : 
							ପ୍ରଗତିକର୍ତ୍ତା ବ୍ୟକ୍ତି ସମସ୍ୟା ସହିତ ସଂଗ୍ରାମ କରି ପ୍ରଗତି ପଥରେ ଅଗ୍ରସର ହୋଇଥାନ୍ତି
							
ஒத்த சொற்கள் : ଅଗ୍ରଗାମୀ, ପୁରୋଗାମୀ, ପ୍ରଗତିକର୍ତ୍ତା
பிற மொழிகளில் மொழிபெயர்ப்பு :
प्रगति करनेवाला या जो बराबर उन्नति करता हुआ आगे बढ़ता हो।
प्रगतिशील व्यक्ति समस्याओं से जूझते हुए प्रगति पथ पर अग्रसर रहते हैं।