பொருள் : ମିଶି ଯାଇଥିବା ବା ଜଡ଼ିଯାଇଥିବା ବା ଲାଗି ଯାଇଥିବା ଜିନିଷ୍ଆଦିର ଅଲଗା ହେବା
							எடுத்துக்காட்டு : 
							କମିଜର ବୋତାମ ବାହାରି ଯାଇଛି ବହିର ପତ୍ର ବାହାରି ପଡ଼ିଛି ଯୋଡ଼େଇ କାରଣରୁ କାନ୍ଥର ସିମେଣ୍ଟ ଖସି ଯାଇଛି
							
ஒத்த சொற்கள் : ଉଖାଡ଼ି ଯିବା, ଖସିଯିବା, ବାହାରି ଯିବା
பிற மொழிகளில் மொழிபெயர்ப்பு :
பொருள் : ମେଳ ବା ଦଳଆଦିରୁ ଅଲଗା ହେବା
							எடுத்துக்காட்டு : 
							ସେ କଂଗ୍ରେସରୁ ବାହାରି ଗଲା
							
ஒத்த சொற்கள் : ଅଲଗା ହେବା, ଦୂରେଇଯିବା, ବାହାରିଯିବା, ହଟିଯିବା
பிற மொழிகளில் மொழிபெயர்ப்பு :
Remove oneself from an association with or participation in.
She wants to leave.