பொருள் : ପୂର୍ଣ୍ଣ ବା ପୂରା ହେବା କିମ୍ବା କରିବାର କ୍ରିୟା ବା ଭାବ
							எடுத்துக்காட்டு : 
							ଆପଣଙ୍କ ବିନା ଏହି କାମର ପୂର୍ତ୍ତି ଅସମ୍ଭବ
							
ஒத்த சொற்கள் : ପୂରା, ପୂର୍ଣ୍ଣତା, ପୂର୍ତ୍ତି
பிற மொழிகளில் மொழிபெயர்ப்பு :
The act of making something perfect.
perfectionபொருள் : ଯାହା ପୂରାପୂରି ପୂର୍ଣ୍ଣ ବା ଭରାହୋଇଛି କିମ୍ବା ଯେଉଁଥିରେ କିଛି କମ୍ ନାହିଁ
							எடுத்துக்காட்டு : 
							ଲାଲାଜୀଙ୍କ ଘର ଧନଧାନ୍ୟରେ ପୂର୍ଣ୍ଣ  ସେଠଜୀଙ୍କ ଜନ୍ମ ଧନ-ଧାନ୍ୟ ପରିପୂର୍ଣ୍ଣ ଘରେ ହୋଇଥିଲା
							
ஒத்த சொற்கள் : ପରିପୂରିତ, ପରିପୂର୍ଣ୍ଣ, ଭରପୂର, ଭରା
பிற மொழிகளில் மொழிபெயர்ப்பு :
Completed to perfection.
fulfilledபொருள் : ଯାହା ଶେଷ ହୋଇଯାଇନାହିଁ
							எடுத்துக்காட்டு : 
							ମୋଦ୍ୱାରା ହେଉଥିବା କାମ ଏବେ ସମାପ୍ତ ହୋଇଗଲା
							
ஒத்த சொற்கள் : ଶେଷ, ସମାପ୍ତ, ସମ୍ପନ୍ନ, ସମ୍ପାଦିତ, ସମ୍ପୂର୍ଣ୍ଣ
பிற மொழிகளில் மொழிபெயர்ப்பு :
Having finished or arrived at completion.
Certain to make history before he's done.பொருள் : ପୂରାପୂରି ଭରିଥିବା
							எடுத்துக்காட்டு : 
							ସେ ମୋ ହାତରେ ଦୁଧରେ ଭର୍ତ୍ତି ଗ୍ଲାସ୍ ଧରେଇଦେଲା
							
பிற மொழிகளில் மொழிபெயர்ப்பு :
Containing as much or as many as is possible or normal.
A full glass.பொருள் : ଯେତେ ଅଧିକରୁ ଅଧିକ ଭର୍ତ୍ତିକରା ଯାଇପାରେ ସେତିକି ଧରିବା
							எடுத்துக்காட்டு : 
							ପୋଖରୀ ପାଣିରେ ଭର୍ତ୍ତି ହୋଇଛି
							
ஒத்த சொற்கள் : ଭର୍ତ୍ତି
பிற மொழிகளில் மொழிபெயர்ப்பு :
பொருள் : ଯାହା କୌଣସି ଦୋଷ ବିନା ନିଜେନିଜେ ସମ୍ପୂର୍ଣ୍ଣ ପରିଚିତ
							எடுத்துக்காட்டு : 
							ଗୋଟିଏ ପୂର୍ଣ୍ଣ କାହାଣୀ ଶୁଣାନ୍ତୁ
							
ஒத்த சொற்கள் : ପୂରା, ସମ୍ପୂର୍ଣ୍ଣ
பிற மொழிகளில் மொழிபெயர்ப்பு :
Being complete of its kind and without defect or blemish.
A perfect circle.பொருள் : ଭୋଜନପାଇଁ ପ୍ରସ୍ତୁତ ବା ବ୍ୟବସ୍ଥିତ କରାଯାଇଥିବା, ବିଶେଷ କରି ଯାହା ଉପରେ ଖାଦ୍ୟ ପଦାର୍ଥ ସଜା ଯାଇଥାଏ
							எடுத்துக்காட்டு : 
							ଖାଇବାପାଇଁ ଲୋକମାନେ ଖାଦ୍ୟ ପଦାର୍ଥ ପୂର୍ଣ୍ଣ ଟେବୁଲ ଚାରିପଟେ ବସିଗଲେ
							
ஒத்த சொற்கள் : ଭରା
பிற மொழிகளில் மொழிபெயர்ப்பு :