பொருள் : ଗାତଆଦି ପୋତିହୋଇ ତାର ଚାରିପାଖ ସ୍ତରସହ ସମାନ ହେବା
							எடுத்துக்காட்டு : 
							ଆରେ! ସାମ୍ନାର ଗାତଟି କେବେ ପୋତି ହେଲା
							
ஒத்த சொற்கள் : ପୋତିହେବା, ଭର୍ତ୍ତିହେବା, ସମତଳ ହେବା, ସମାନ ହେବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ବସ୍ତୁ ଆଦିର ଖାଲି ସ୍ଥାନକୁ କୌଣସି ଅନ୍ୟ ପଦାର୍ଥରୁ ଆଣି ପୂର୍ଣ୍ଣ କରିବା
							எடுத்துக்காட்டு : 
							ବର୍ଷା ପାଣିରେ ପୋଖରୀ ଭର୍ତ୍ତି ହୋଇଗଲା
							
ஒத்த சொற்கள் : ଭର୍ତ୍ତିହେବା
பிற மொழிகளில் மொழிபெயர்ப்பு :
किसी वस्तु आदि के खाली स्थान का किसी और पदार्थ के आने से पूर्ण होना।
वर्षा के पानी से तलाब भर गया।