பொருள் : ମାନବ ନିର୍ମିତ ଏକ ବସ୍ତୁ ଯେଉଁଥିରେ କିଛି ରଖାଯାଏ
							எடுத்துக்காட்டு : 
							ସେ କୁକୁରମାନଙ୍କୁ ମାଟିପାତ୍ରରେ କ୍ଷୀର ପିଆଉଛି
							
பிற மொழிகளில் மொழிபெயர்ப்பு :
Any object that can be used to hold things (especially a large metal boxlike object of standardized dimensions that can be loaded from one form of transport to another).
containerபொருள் : ନାଟକରେ ଅଭିନୟ କରୁଥିବା ବ୍ୟକ୍ତି
							எடுத்துக்காட்டு : 
							ଶ୍ୟାମଦେବ ଜଣେ କୁଶଳୀ ଅଭିନେତା
							
ஒத்த சொற்கள் : ଅଭିନେତା, ନଟ, ନାଟୁଆ
பிற மொழிகளில் மொழிபெயர்ப்பு :
नाटक में अभिनय करने वाला व्यक्ति।
श्यामदेव एक कुशल नाट्यकार हैं।பொருள் : ନାଟକ, ଉପନ୍ୟାସଆଦିରେ କୌଣସି ବ୍ୟକ୍ତି ଯାହାର କଥାବସ୍ତୁରେ କୌଣସି ସ୍ଥାନ ଅଛି ବା କିଛି ଚରିତ୍ର ଦେଖାଯାଏ
							எடுத்துக்காட்டு : 
							ନାଟକରେ ସବୁ ଚରିତ୍ରମାନେ ଜୀବନ୍ତ ଅଭିନୟ କଲେ
							
ஒத்த சொற்கள் : ଚରିତ୍ର
பிற மொழிகளில் மொழிபெயர்ப்பு :
பொருள் : କିଛି ନେବା ବା ପାଇବା ଯୋଗ୍ୟ ବ୍ୟକ୍ତି
							எடுத்துக்காட்டு : 
							ଦାନ କେବଳ ସୁପାତ୍ରରେ ହିଁ ଦିଆଯିବା ଉଚିତ
							
ஒத்த சொற்கள் : ଯୋଗ୍ୟ ବ୍ୟକ୍ତି, ସୁପାତ୍ର
பிற மொழிகளில் மொழிபெயர்ப்பு :