பொருள் : କୌଣସି ସ୍ଥାନରେ ପହଞ୍ଚିବାର ପ୍ରକ୍ରିୟା
							எடுத்துக்காட்டு : 
							ଆଜି ତାଙ୍କର ଭୁବନେଶ୍ୱରରେ ପହଞ୍ଚିବା ଦରକାର
							
பிற மொழிகளில் மொழிபெயர்ப்பு :
பொருள் : ଗୋଟିଏ ସ୍ଥାନରୁ ଆସି ଅନ୍ୟ ସ୍ଥାନରେ ଉପସ୍ଥିତ ହେବା
							எடுத்துக்காட்டு : 
							ଶ୍ୟାମ ଆଜି ଆସିବ  ସେ ଆଜି ହିଁ ଦିଲ୍ଲୀରେ ପହଞ୍ଚିଲା
							
ஒத்த சொற்கள் : ଆଗମନ କରିବା, ଆସିବା, ଉପସ୍ଥିତ ହେବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ପଦ, ସ୍ଥାନ ଆଦି ପର୍ଯ୍ୟନ୍ତ ପହଞ୍ଚିବା
							எடுத்துக்காட்டு : 
							ବିନୋଦ ଭଳି ମୁଁ ମଧ୍ୟ ଆଜି କଲେକ୍ଟର ପଦ ପର୍ଯ୍ୟନ୍ତ ପହଞ୍ଚିଛି  ନିଜ ପରିଶ୍ରମ ବଳରେ ସେ ଏହି ପର୍ଯ୍ୟନ୍ତ ପହଞ୍ଚିଛନ୍ତି
							
பிற மொழிகளில் மொழிபெயர்ப்பு :
பொருள் : କାହାକୁ ଠିକ ଜାଗାରେ ପହଞ୍ଚେଇବା
							எடுத்துக்காட்டு : 
							ଡଙ୍ଗା ନଦୀ କୂଳରେ ଲାଗିଲା
							
ஒத்த சொற்கள் : ଲାଗିବା
பிற மொழிகளில் மொழிபெயர்ப்பு :
பொருள் : ଖବର ରଖିବା ବା ବୁଝେଇବାରେ ସମର୍ଥ ହେବା
							எடுத்துக்காட்டு : 
							ଅନ୍ତତଃ ମୁଁ ଏହି ନିଷ୍କର୍ଷରେ ପହଞ୍ଚିଲି
							
ஒத்த சொற்கள் : ଉପନୀତ ହେବା
பிற மொழிகளில் மொழிபெயர்ப்பு :
பொருள் : ଅଭିପ୍ରାୟ ବା ଉଦ୍ଦେଶ୍ୟ ବୁଝିବା
							எடுத்துக்காட்டு : 
							ମୁଁ ବହୁତ କଷ୍ଟରେ ଏହି କଥାର ମୂଳରେ ପହଞ୍ଚିଲି
							
ஒத்த சொற்கள் : ଉପନୀତ ହେବା
பிற மொழிகளில் மொழிபெயர்ப்பு :
பொருள் : ପଠାଯାଇଥିବା ବା ଆସିଥିବା ବସ୍ତୁ କାହାକୁ ପ୍ରାପ୍ତ ହେବା
							எடுத்துக்காட்டு : 
							ତିନି ସପ୍ତାହ ପୂର୍ବରୁ ପଠାଯାଇଥିବା ଚିଠି ମୋ ପାଖରେ ଏବେ ପର୍ଯ୍ୟନ୍ତ ପହଞ୍ଚିନାହିଁ
							
ஒத்த சொற்கள் : ମିଳିବା
பிற மொழிகளில் மொழிபெயர்ப்பு :
பொருள் : ଏକ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ପ୍ରାପ୍ତ ହେବା
							எடுத்துக்காட்டு : 
							ରହିମ ଏବେ ମରଣାସନ୍ନ ଅବସ୍ଥାରେ ପହଞ୍ଚିଛନ୍ତି
							
பிற மொழிகளில் மொழிபெயர்ப்பு :
பொருள் : କୌଣସି ସ୍ଥାନ ପର୍ଯ୍ୟନ୍ତ ବିସ୍ତାରିତ ହେବା
							எடுத்துக்காட்டு : 
							ବନ୍ୟାର ପାଣି ଗାଁ ପର୍ଯ୍ୟନ୍ତ ପହଞ୍ଚିଗଲା
							
ஒத்த சொற்கள் : ବିସ୍ତାରିତ ହେବା, ମାଡ଼ିବା
பிற மொழிகளில் மொழிபெயர்ப்பு :