பொருள் : ଯେଉଁଥିରେ ତେଲ, ଘିଅ ଆଦି ଚିକଣିଆ ପଦାର୍ଥ ମିଶିନାହିଁ ବା ପଡ଼ିନାହିଁ
							எடுத்துக்காட்டு : 
							କୃଷକଟି ଖୁସିରେ ନୁଖୁରା ରୁଟି ଓ ଚଟଣି ଖାଉଛି
							
ஒத்த சொற்கள் : ରୁଖା
பிற மொழிகளில் மொழிபெயர்ப்பு :
பொருள் : ଯେଉଁଥିରେ ସ୍ନେହ ବା ପ୍ରେମ ନାହିଁ
							எடுத்துக்காட்டு : 
							ତାର ଶୁଖିଲା ନିମନ୍ତ୍ରଣକୁ ମୁଁ ଅସ୍ୱୀକାର କଲି
							
ஒத்த சொற்கள் : ଆଦରବିହୀନ, ପ୍ରେମଶୂନ୍ୟ, ଶୁଖିଲା, ସ୍ନେହ ରହିତ
பிற மொழிகளில் மொழிபெயர்ப்பு :