பொருள் : ଯେଉଁଥିରେ କୌଣସି ପ୍ରକାର ଶବ୍ଦ ବା ଧ୍ୱନି ନ ଥାଏ
							எடுத்துக்காட்டு : 
							ନିଶବ୍ଦ ଜଙ୍ଗଲରେ ଚାଲିଲାବେଳେ ତାକୁ ଡର ଲାଗୁଥିଲା
							
ஒத்த சொற்கள் : ଶୂନ୍ଶାନ୍
பிற மொழிகளில் மொழிபெயர்ப்பு :
பொருள் : ଧ୍ୱନିରହିତ ବା ଯେଉଁଥିରେ ଶବ୍ଦ ନାହିଁ
							எடுத்துக்காட்டு : 
							ରାତି ନିଶବ୍ଦ ଥିଲା ଏବଂ ସେ ଛାତ ଉପରେ ଛିଦା ହୋଇ ତାରାଗୁଡ଼ିକୁ ଦେଖୁଥିଲା
							
ஒத்த சொற்கள் : ଶବ୍ଦହୀନ