பொருள் : କୌଣସି ବିଶେଷ ଢଙ୍ଗରେ ବା ବିଶେଷ ପ୍ରଭାବ ବା ପରିଣାମଦ୍ୱାରା କାମ କରିବା ବା ପ୍ରଭାବ ପକାଇବା
							எடுத்துக்காட்டு : 
							ମୁଁ ତୁମ ନିଲମ୍ବନପାଇଁ କିଛି ଭୂମିକା ଗ୍ରହଣ କରିନାହିଁ
							
ஒத்த சொற்கள் : ଭୂମିକା ଗ୍ରହଣ କରିବା, ସଂପାଦନ କରିବା
பிற மொழிகளில் மொழிபெயர்ப்பு :
Act or have an effect in a specified way or with a specific effect or outcome.
This factor played only a minor part in his decision.பொருள் : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
							எடுத்துக்காட்டு : 
							କୋଠରୀକୁ ସଫା ରଖ  ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
							
ஒத்த சொற்கள் : ଚଳାଇବା, ଧାରଣ କରିବା, ରଖିବା, ସ୍ଥାପନ କରିବା
பிற மொழிகளில் மொழிபெயர்ப்பு :
किसी निश्चित या विशेष स्थिति आदि में रखना।
कमरे को साफ रखो।பொருள் : ସମ୍ବନ୍ଧ, ବ୍ୟବହାର ଆଦି ଠିକ ଭାବରେ ଚଳାଇ ରଖିବା
							எடுத்துக்காட்டு : 
							ଶାଶୁଘରେ ଯେକୌଣସି ପ୍ରକାରରେ ସୁସମ୍ପର୍କ ବଜାୟ ରଖିବାପାଇଁ ମାଆ ଝିଅକୁ ବୁଝେଇ କହିଲେ
							
ஒத்த சொற்கள் : ଚଳାଇ ରଖିବା, ଚଳାଇବା, ଚଳେଇନେବା, ବଜାୟ ରଖିବା
பிற மொழிகளில் மொழிபெயர்ப்பு :
संबंध, व्यवहार आदि ठीक तरह से चलाए चलना।
माँ ने बेटी को समझाते हुए कहा कि तुम किसी तरह ससुराल में निभा लेना।பொருள் : ନିର୍ବାହ କରିବା ବା ବିତାଇଥିବା
							எடுத்துக்காட்டு : 
							ସେ ତାର ପିଲାଦିନ ଅତି ଗରିବ ଅବସ୍ଥାରେ କାଟିଥିଲା
							
ஒத்த சொற்கள் : କାଟିବା, ବିତାଇବା
பிற மொழிகளில் மொழிபெயர்ப்பு :
निर्वाह करना या व्यतीत करना।
उसने अपना बचपन बहुत गरीबी में बिताया।