பொருள் : ବିଶ୍ୱାସଘାତକତା କରିବା ବ୍ୟକ୍ତି
							எடுத்துக்காட்டு : 
							ଇତିହାସ ସାକ୍ଷୀ ଯେ ସମାଜରେ ବିଶ୍ୱାସଘାତୀମାନଙ୍କର ଅଭାବ ନାହିଁ  ବିଶ୍ୱାସଘାତୀ ସମୁଦ୍ର ବେଳେ ବେଳେ ନାବିକମାନଙ୍କୁ ଭସାଇ ନେଇଯାଏ
							
ஒத்த சொற்கள் : ଛଳନାପୂର୍ଣ୍ଣ, ଠକ, ପ୍ରତାରକ, ବିଶ୍ୱାସଘାତୀ
பிற மொழிகளில் மொழிபெயர்ப்பு :
Having the character of, or characteristic of, a traitor.
The faithless Benedict Arnold.பொருள் : ଯେଉଁଥିରେ ଦୟାନାହିଁ
							எடுத்துக்காட்டு : 
							କଂସ ଜଣେ କ୍ରୁରବ୍ୟକ୍ତି ଥିଲା, ସେ ବସୁଦେବ ଓ ଦେବକୀକୁ ବନ୍ଦୀଶାଳାରେ ରଖିଥିଲା
							
ஒத்த சொற்கள் : କଠୋର, କରୁଣାହୀନ, କ୍ରୁର, ଦୟାହୀନ, ନିଷ୍ଠୁର, ନୃଶଂସ
பிற மொழிகளில் மொழிபெயர்ப்பு :
जिसमें दया न हो।
कंस एक क्रूर व्यक्ति था, उसने वसुदेव और देवकी को कैदख़ाने में डाल दिया था।Without mercy or pity.
An act of ruthless ferocity.