பொருள் : କୌଣସି ଗୋଟିଏ ପକ୍ଷକୁ ଆଖିବୁଜି ସମର୍ଥନ ନ କରିବାର ଅବସ୍ଥା
							எடுத்துக்காட்டு : 
							ସାକ୍ଷାତ୍କାର ନେଉଥିବା ବ୍ୟକ୍ତିଙ୍କଠାରୁ ନିରପେକ୍ଷତା ଆଶା କରାଯାଏ
							
ஒத்த சொற்கள் : ପକ୍ଷପାତଶୂନ୍ୟତା, ପକ୍ଷପାତହୀନତା
பிற மொழிகளில் மொழிபெயர்ப்பு :
निरपेक्ष होने की अवस्था या भाव।
साक्षात्कार लेने वालों से निरपेक्षता की अपेक्षा की जाती है।பொருள் : ନିରକ୍ଷେପ ହେବାର ଅବସ୍ଥା ବା ଭାବ
							எடுத்துக்காட்டு : 
							ପ୍ରତ୍ୟେକ କାମରେ ଆମକୁ ନିରପେକ୍ଷତା ବଜାୟ ରଖିବା ଦରକାର
							
ஒத்த சொற்கள் : ନଷ୍ପକ୍ଷତା, ପକ୍ଷପାତଶୂନ୍ୟତା
பிற மொழிகளில் மொழிபெயர்ப்பு :