பொருள் : ବହୁତ ନିକଟର ବା ବହୁତ ପାଖରେ
							எடுத்துக்காட்டு : 
							ରାମ ମୋର ଘନିଷ୍ଠ ମିତ୍ର  ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି
							
ஒத்த சொற்கள் : ଅନ୍ତରଙ୍ଗ, ଆତ୍ମୀୟ, ଗାଢ଼, ଘନିଷ୍ଠ, ଦୃଢ଼, ପ୍ରଗାଢ଼
பிற மொழிகளில் மொழிபெயர்ப்பு :
Marked by close acquaintance, association, or familiarity.
Intimate friend.பொருள் : ଯାହାର ଅବୟବ ବା ଅଂଶ ପାଖକୁପାଖ ବା ଖୁନ୍ଦାଖିନ୍ଦି ଥାଏ ବା ଯାହା ବହୁତ ଲାଗିଲାଗି ରହିଛି
							எடுத்துக்காட்டு : 
							ଶିକାର ଘଞ୍ଚବଣରେ ପଶିଗଲା ଏବଂ ଶିକାରୀ ଖାଲି ହାତରେ ଫେରିଲା
							
பிற மொழிகளில் மொழிபெயர்ப்பு :
பொருள் : ଯାହା ଭାଙ୍ଗେନାହିଁ
							எடுத்துக்காட்டு : 
							ସେହି ପତି ପତ୍ନୀଙ୍କ ମଧ୍ୟରେ ଅତୁଟ ସମ୍ପର୍କ ଅଛି
							
ஒத்த சொற்கள் : ଅତୁଟ
பிற மொழிகளில் மொழிபெயர்ப்பு :
Not easily destroyed.
indestructible