பொருள் : ଧ୍ୱନିହୀନ ବା ଶାନ୍ତ ହେବାର ଅବସ୍ଥା କିମ୍ବା ଭାବ
							எடுத்துக்காட்டு : 
							ଅନ୍ଧାର ରାତିରେ ନୀରବତା ଛାଇ ହୋଇଥିଲା
							
ஒத்த சொற்கள் : କୋଳାହଳହୀନତା, ନିସ୍ତବ୍ଧତା, ନୀରବତା, ପ୍ରଶାନ୍ତତା, ଶବ୍ଦହୀନତା, ଶାନ୍ତି
பிற மொழிகளில் மொழிபெயர்ப்பு :
ध्वनिहीन या शांत होने की अवस्था या भाव।
अंधेरी रात में निस्तब्धता छाई हुई थी।