பொருள் : ଖରାପ କଥା ସମ୍ପର୍କରେ ବିଚାର କରୁଥିବା କ୍ରିୟା
							எடுத்துக்காட்டு : 
							ଦୁଶ୍ଚିନ୍ତାରେ ମନୁଷ୍ୟର ଚିନ୍ତା ନକାରାତ୍ମକ ହୋଇଯାଏ  ସେ ଖଟ ଉପରେ ପଡ଼ିପଡ଼ି ନିଜର ସାରାଦିନ  ଦୁଶ୍ଚିନ୍ତାରେ  ହିଁ କଟାଇଦିଏ
							
ஒத்த சொற்கள் : ଦୁଶ୍ଚିନ୍ତତା, ଦୁଶ୍ଚିନ୍ତନ, ଦୁଶ୍ଚିନ୍ତା
பிற மொழிகளில் மொழிபெயர்ப்பு :
दूषित बातों पर विचार करते रहने की क्रिया।
दुश्चिंतन से मनुष्य की सोच नकारात्मक हो जाती है।பொருள் : ଖରାପ ଭାବନା
							எடுத்துக்காட்டு : 
							ନିଜ ମନରେ କେବେ ବି କାହାପ୍ରତି ଦୁର୍ଭାବନା ରଖନାହିଁ
							
ஒத்த சொற்கள் : ଅସଦ୍ଭାବନା, କୁଭାବନା
பிற மொழிகளில் மொழிபெயர்ப்பு :