பொருள் : ଲେଖା ଆଦି ଦ୍ବାରା ଆବଶ୍ୟକ ଅପେକ୍ଷାଗୁଡିକ ପୂରଣ କରିବା ବା ସୂଚନା ଅଙ୍କିତ କରିବା
							எடுத்துக்காட்டு : 
							ଚାକିରି ପାଇଁ କେତେ ଜାଗାରେ ଆବେଦନ ପତ୍ର ଦାଖଲ କରୁଛି
							
பொருள் : ଚାପ ବା ଡର କାରଣରୁ କୌଣସି ବସ୍ତୁ ଦେଇଦେବା
							எடுத்துக்காட்டு : 
							ଚୋରଉପରେ ପୋଲିସର ମାଡ଼ହେବାରୁ ସେ ସମସ୍ତ ଚୋରୀ ଜିନିଷ ଗାଳି ପକାଇଲା
							
ஒத்த சொற்கள் : ଗାଳି ପକାଇବା, ଦେଇଦେବା, ପଇଠ କରିବା, ପ୍ରଦାନ କରିବା, ସମର୍ପଣ କରିବା
பிற மொழிகளில் மொழிபெயர்ப்பு :