பொருள் : ପ୍ରକାଶ, ଉର୍ଜା,ବିକିରଣ ଆଦି ଦବା ବା ଛାଡିବାର କାମ
							எடுத்துக்காட்டு : 
							ସୂର୍ଯ୍ୟଙ୍କ ଠାରୁ ନିୟମିତ ପ୍ରକାଶ ଏବଂ ଉର୍ଜାର ନିକ୍ଷେପ ପୃଥିବୀ ନିମନ୍ତେ ବରଦାନ ସଦୃଶ୍ୟ
							
ஒத்த சொற்கள் : ନିକ୍ଷେପ
பிற மொழிகளில் மொழிபெயர்ப்பு :
பொருள் : ବୈରାଗ୍ୟଆଦି କାରଣରୁ ସାଂସାରିକ ଭୋଗ ଓ ପଦାର୍ଥଆଦିକୁ ଛାଡ଼ିବାର କ୍ରିୟା ବା ଭାବ
							எடுத்துக்காட்டு : 
							ଭୋଗ ତ୍ୟାଗ କରି ମୋହନ ସନ୍ୟାସ ଗ୍ରହଣ କରିବାକୁ ନିଷ୍ପତ୍ତି କଲା
							
ஒத்த சொற்கள் : ଭୋଗ ତ୍ୟାଗ
பிற மொழிகளில் மொழிபெயர்ப்பு :
An act (spoken or written) declaring that something is surrendered or disowned.
renouncement, renunciationபொருள் : ନିଜ ଅଧିକାର କିମ୍ବା ସତ୍ତ୍ୱକୁ ସଂମ୍ପୂର୍ଣ୍ଣ ଭାବେ ଛାଡ଼ିବାର କ୍ରିୟା
							எடுத்துக்காட்டு : 
							ରାଜାଙ୍କ ପଦ ପରିତ୍ୟାଗରେ ପ୍ରଜା ବହୁତ ଦୁଃଖୀ ଥିଲେ
							
ஒத்த சொற்கள் : ଉତ୍ସର୍ଗ, ପରିତ୍ୟାଗ, ପରିବର୍ଜନ
பிற மொழிகளில் மொழிபெயர்ப்பு :
The act of renouncing. Sacrificing or giving up or surrendering (a possession or right or title or privilege etc.).
forgoing, forswearing, renunciation