பொருள் : ଦୁଇ ବା କେତେକ କଥାର ହଠାତ୍ ଏକାସଙ୍ଗରେ ମିଳିଯିବା କ୍ରିୟା
							எடுத்துக்காட்டு : 
							ଏହା କିଭଳି ସଂଯୋଗ ଯେ ମୁଁ ଆପଣଙ୍କୁ ଭେଟିବାକୁ ଯାଉଥିଲି ଆଉ ଆପଣ ଏଠାକୁ ଆସିଗଲେ
							
பிற மொழிகளில் மொழிபெயர்ப்பு :
The temporal property of two things happening at the same time.
The interval determining the coincidence gate is adjustable.பொருள் : ଯାହା ତୁଳନା ଯୋଗ୍ୟ
							எடுத்துக்காட்டு : 
							ଆପଣଙ୍କ ବ୍ୟକ୍ତିତ୍ୱ ଭଗବାନ ରାମଙ୍କ ସହ ତୁଳନୀୟ
							
ஒத்த சொற்கள் : ତୁଳନୀୟ
பிற மொழிகளில் மொழிபெயர்ப்பு :
Able to be compared or worthy of comparison.
comparableபொருள் : ଆକାର, ପରିମାଣ, ଗୁଣ, ମୂଲ୍ୟ, ମହତ୍ଆଦି ବିଚାରରେ ଏକା ପ୍ରକାରର
							எடுத்துக்காட்டு : 
							ପଡ଼ୋଶୀ ଜଣକ ପିଲାଦୁଇଟିଙ୍କପାଇଁ ସମାନ ରଙ୍ଗର ଲୁଗା କିଣିଚନ୍ତି
							
ஒத்த சொற்கள் : ଅନୁରୂପ, ଏକାପ୍ରକାର, ଏକାଭଳି, ତୁଲ, ସଦୃଶ, ସମ, ସମତୁଲ୍ୟ, ସମସରିସା, ସମାନ
பிற மொழிகளில் மொழிபெயர்ப்பு :
Closely similar or comparable in kind or quality or quantity or degree.
Curtains the same color as the walls.