பொருள் : କୌଣସି ସ୍ଥାନରେ ପହଞ୍ଚିବା ନିମନ୍ତେ ଡେଇଁବା କାମ
							எடுத்துக்காட்டு : 
							ସେ ଖାଈ ପାର ହେବାପାଇଁ ଡିଆଁ ମାରିଲା
							
ஒத்த சொற்கள் : କୁଦିବା, ଡିଆଁମାରିବା
பிற மொழிகளில் மொழிபெயர்ப்பு :
பொருள் : ଡେଇଁବାର ପ୍ରକ୍ରିୟା
							எடுத்துக்காட்டு : 
							ଆଜି ମୋ ଡାହାଣ ଆଖି ଡେଇଁବା ଯୋଗୁଁ ମୋତେ ଭାରି ଖରାପ ଲାଗୁଛି
							
பிற மொழிகளில் மொழிபெயர்ப்பு :
பொருள் : ଡେଇଁବାର ପ୍ରକ୍ରିୟା ବା ଭାବ
							எடுத்துக்காட்டு : 
							ଡେଇଁଲେ ହାତ ଗୋଡ଼ରେ ଆଘାତ ଲାଗିପାରେ
							
ஒத்த சொற்கள் : ଡିଆଁ
பிற மொழிகளில் மொழிபெயர்ப்பு :
பொருள் : ଜୋରରେ ଉପରକୁ ଉଠିବା
							எடுத்துக்காட்டு : 
							ଗାଡ଼ିଆରେ ମାଛଗୁଡ଼ିକ ଡେଉଁଛନ୍ତି ସେ ଡେଇଁପଡ଼ି ଓ ଗଛର ଡାଳ ଧରି ଝୁଲି ପଡ଼ିଲା
							
ஒத்த சொற்கள் : ଡିଆଁ ମାରିବା
பிற மொழிகளில் மொழிபெயர்ப்பு :
பொருள் : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
							எடுத்துக்காட்டு : 
							ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
							
ஒத்த சொற்கள் : କୁଦା ମାରିବା, କୁଦିବା, ଲମ୍ଫ ଦେବା
பொருள் : କୌଣସି ସ୍ଥାନର ଉପରି ଭାଗରୁ ଜୋରରେ ଡେଇଁ ଶରୀରକୁ ଅନ୍ୟ ଆଡ଼କୁ ପକାଇବା
							எடுத்துக்காட்டு : 
							ଛୁଆମାନେ ବାଲି ଉପରେ ଡେଉଁଛନ୍ତି
							
ஒத்த சொற்கள் : କୁଦିବା, ଲମ୍ଫପ୍ରଦାନ କରିବା
பிற மொழிகளில் மொழிபெயர்ப்பு :